ଅଜିତ ଅଗରକର

ଭାରତୀୟ କ୍ରିକେଟ ଖେଳାଳି

ଅଜିତ ବାଳଚନ୍ଦ୍ର ଅଗରକର   ( ଜନ୍ମ 4 ଡିସେମ୍ବର , 1977 ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ ଦିଲ୍ଲୀକଲିକତା ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ୱକପରେ ଭାରତ ପାଇଁ ଖେଳିଥିଲେ । 

Ajit Agarkar
ବ୍ୟକ୍ତିଗତ ତଥ୍ୟ
ନାମAjit Bhalchandra Agarkar
ଜନ୍ମ (1977-12-04) ୪ ଡିସେମ୍ବର ୧୯୭୭ (ବୟସ ୪୬)
Mumbai, Maharashtra, India
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 216)7 October 1998 v Zimbabwe
ଶେଷ ଟେଷ୍ଟ13 January 2006 v Pakistan
ପ୍ରଥମ ଦିନିକିଆ (cap 111)1 April 1998 v Australia
ଶେଷ ଦିନିକିଆ5 September 2007 v England
ଦିନିକିଆ ଜାମା ନମ୍ବର9
ପ୍ରଥମ ଟି୨୦ (cap 1)1 December 2006 v South Africa
ଶେଷ ଟି୨୦16 September 2007 v New Zealand
ଘରୋଇ ଦଳ ତଥ୍ୟ
YearsTeam
1996–2013Mumbai
2008–2010Kolkata Knight Riders
2011-2013Delhi Daredevils
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 26 191 103 267
ମୋଟ ରନ 571 1269 3117 2252
ବ୍ୟାଟିଂ ହାର 16.79 14.58 28.08 17.73
ଶତକ/ଅର୍ଦ୍ଧଶତକ 1/0 0/3 3/15 0/8
ସର୍ବାଧିକ ରନ 109* 95 109* 95
ବଲ ସଂଖ୍ୟା 4857 9484 17232 13146
ଉଇକେଟ 58 288 282 412
ବୋଲିଂ ହାର 47.32 27.85 31.03 26.44
ଇନିଙ୍ଗସରେ ୫ଟି ଉଇକେଟ 1 2 12 3
ମ୍ୟାଚରେ ୧୦ଟି ଉଇକେଟ 0 n/a 0 n/a
ସବୁଠୁ ଭଲ ବୋଲିଂ 6/41 6/42 6/41 6/18
କ୍ୟାଚ/ଷ୍ଟମ୍ପିଙ୍ଗ 6/– 52/– 36/– 69/–
Source: Cricinfo, 28 June 2012

ବ୍ୟକ୍ତିଗତ ଜୀବନ ସମ୍ପାଦନା

ନିଜର ଜେଜେବାପା ଓ ଜେଜେ ମାଙ୍କଦ୍ୱାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳିଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତ୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି ।[୧]

ବୋଲିଂ ଷ୍ଟାଇଲ ସମ୍ପାଦନା

ଉଚ୍ଚତାରେ ଅଧିକ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତିରେ ବୋଲିଂ କରିପାରୁଥିଲେ । ପୁରୁଣା ବଲରେ ମଧ୍ୟ ରିଭର୍ସ ସ୍ୱିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା । 

ଆଧାର  ସମ୍ପାଦନା

୧ ଏପ୍ରିଲ ୧୯୯୮ରେ ସେ କୋଚିରେ ଅଷ୍ଟ୍ରେଲିଆ ସହ ଏକଦିବାସୀୟ ଖେଳି ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ ଆଦାମ ଗିଲଖ୍ରୀଷ୍ଟଙ୍କୁ ଆଉଟ କରିଥିଲେ । 

ବାହାର ଲିଙ୍କ  ସମ୍ପାଦନା

  1. http://www.lookuppage.com/users/ajitagarkar/