ଅଘରିଆ ଜାତି

ଭାରତୀୟ ହିନ୍ଦୁ ଜାତି

ଅଘରିଆ ଜାତି ଏକ ଭାରତୀୟ ହିନ୍ଦୁ ଜାତି । 

ଅଘରିଆମାନେ ମୁଖ୍ଯତଃ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶାଛୋଟନାଗପୁର ଅଞ୍ଚଳରେ ବସବାସ କରିଥାନ୍ତି । ସେମାନେ ମୁଖ୍ଯତଃ କୃଷିଜୀବୀ ଥିଲେ କିନ୍ତୁ ଏବେ ଅନ୍ୟ ଜୀବିକା ମଧ୍ୟ କରିଥାନ୍ତି ।[୧]

ଓଡ଼ିଶାର ଅଘରିଆମାନେ ତାଙ୍କ ପୂର୍ବଜ ରାଜପୁତ ହେଇଥିବା କଥା ଦାବୀକରନ୍ତି । ଓଡ଼ିଶାର ଅଘରିଆମାନଙ୍କ ନାମରେ ସାଧାରଣତଃ ପଟେଲ, ଚୌଧୁରୀ ବା ନାୟକ ସାଙ୍ଗିଆ ଲାଗିଥାଏ । ତାଙ୍କ ମଧ୍ୟରେ ୮୪ଟି ଗଟର ଥାଏ । ଓଡ଼ିଶା ବାହାରେ ରାୟଗଡ଼, ବିଳାସପୁର, ମହାସମୁନ୍ଦ ଅଞ୍ଚଳରେ ତଥା ଛତିଶଗଡ଼ର ଚମ୍ପା-ଜାଙ୍ଗିର ଜିଲ୍ଲା ଅଧିକ ସଂଖ୍ୟାରେ ବସବାସ କରିଥାନ୍ତି ।[୧]

ଆଧାର  ସମ୍ପାଦନା

  1. ୧.୦ ୧.୧ Ramesh P. Mohanty; Durgesh Nandini Biswal (2007). Culture, Gender and Gender Discrimination: Caste Hindu and Tribal. Mittal Publications. pp. 36–38. ISBN 978-81-8324-199-1.