ଅକ୍ସିଟେଟ୍ରାସାଇକ୍ଲିନ
ଅକ୍ସିଟେଟ୍ରାସାଇକ୍ଲିନ ହେଉଛି ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଟ୍ରାକୋମା ସମେତ କ୍ଲାମିଡିଆ, ମାଇକୋପ୍ଲାଜ୍ମା ଏବଂ ରିକେଟ୍ସିଆ ଭଳି ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧][୨] ଏହା ବ୍ରଣ ଏବଂ ରୋଜେସିଆ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୧] ଏହା ପାଟିରେ ନିଆଯାଏ ।[୧]ଏକ ଆଖି ମଲମ ଭାବରେ ଏକ ମିଶ୍ରଣ ସୂତ୍ର ମଧ୍ୟ ଉପଲବ୍ଧ ହୁଏ ।[୩]
Clinical data | |
---|---|
Trade names | Terramycin |
Pregnancy category |
|
Routes of administration | By mouth, topical (eye drop) |
Legal status | |
Legal status |
|
Pharmacokinetic data | |
Elimination half-life | 6–8 hours |
Excretion | Kidney |
Identifiers | |
| |
E number | E703 (antibiotics) |
ECHA InfoCard | 100.001.103 |
Chemical and physical data | |
Formula | C22H24N2O9 |
Molar mass | ୪୬୦.୪୪ g·mol−1 |
3D model (JSmol) | |
Melting point | 181 to 182 °C (358 to 360 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡ ବିନ୍ଧା, ଆଲର୍ଜି ପ୍ରତିକ୍ରିୟା, ସୂର୍ଯ୍ୟକିରଣ ସମ୍ବେଦନଶୀଳତା ଏବଂ ବାନ୍ତି ହୋଇପାରେ ।[୧] ୧୨ ବର୍ଷରୁ କମ୍ ବୟସରେ ବ୍ୟବହାର ସାଧାରଣତଃ ଦାନ୍ତରେ ଦାଗ ହେବା ସମ୍ଭାବନା ହେବା ସମ୍ଭାବନ ହେତୁ ଏହା ସୁପାରିଶ କରାଯାଏ ନାହିଁ । ।|[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧]ଏହା ଏକ ବ୍ରଡ-ସ୍ପେକ୍ଟ୍ରମ ଟେଟ୍ରାସାଇକ୍ଲିନ ଆଣ୍ଟିବାୟୋଟିକ ।[୪] ଜୀବାଣୁଙ୍କର ପ୍ରୋଟିନ୍ ଉତ୍ପାଦନ କରିବା କ୍ଷମତାକୁ ଅବରୋଧ କରି ଏହା କାମ କରେ ।[୪]
ଅକ୍ସିଟେଟ୍ରାସାଇକ୍ଲିନ ୧୯୪୯ରେ ପେଟେଣ୍ଟ ହୋଇଥିଲା ଏବଂ ୧୯୫୦ରେ ବ୍ୟବସାୟିକ ବ୍ୟବହାରରେ ଆସିଥିଲା ।[୫] ଟେଟ୍ରାସାଇକ୍ଲିନର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୬] ଯୁକ୍ତରାଜ୍ୟରେ ୨୦୧୩ ମସିହା ସୁଦ୍ଧା ଏହା ବାବଦରେ ୧.୪୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Oxytetracycline". NICE. BNF. Archived from the original on 10 September 2023. Retrieved 8 September 2023.
- ↑ "eEML - Electronic Essential Medicines List". list.essentialmeds.org. Archived from the original on 4 June 2023. Retrieved 8 September 2023.
- ↑ "DailyMed - TERRAMYCIN- oxytetracycline hydrochloride and polymyxin b sulfate ointment". dailymed.nlm.nih.gov. Archived from the original on 24 January 2022. Retrieved 8 September 2023.
- ↑ ୪.୦ ୪.୧ "DailyMed - terramycin- Oxytetracycline Hydrochloride capsule". dailymed.nlm.nih.gov. Archived from the original on 28 September 2022. Retrieved 8 September 2023.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 489. ISBN 9783527607495.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ "Oxytetracycline Medicinal forms". NICE. BNF. Archived from the original on 10 September 2023. Retrieved 8 September 2023.