ଉଇକିକଥା
ଉଇକିକଥା ଉଇକିମିଡ଼ିଆ ଫାଉଣ୍ଡେସନଦ୍ୱାରା ସଂଚାଳିତ ପରିୟୋଜନାରୁ ଉଇକି ଆଧାରିତ ପରିବାରର ଏକ ସଦସ୍ୟ ଅଟେ । ଏହା ମଧ୍ୟ ମିଡ଼ିଆ ଉଇକି ସଫ୍ଟୱେରରେ ହିଁ ଚାଲିଥାଏ । ଏହି ପରିଯୋଜନା ଡେନିୟଲ ଏଲଷ୍ଟନଙ୍କ ପରିକଳ୍ପନାରେ ଆଧାରିତ ଏବଂ ବ୍ରାୟନ ବାଇବରଦ୍ୱାରା କାର୍ଯ୍ୟାନ୍ୱିତ ଏହି ପରିୟୋଜନାର ଲକ୍ଷ ବିଶିଷ୍ଟ ବ୍ୟକ୍ତି, ପୁସ୍ତକ, ଫିଲ୍ମ ଏବଂ ଲୋକଉକ୍ତିରୁ ପ୍ରାପ୍ତ ଏକ ବୃହତ ସଂଗ୍ରହକର ଅଟେ । ବହୁ ଅନଲାଇନ ସଂଗ୍ରହଣ ପ୍ରଥମରୁ ଉପଲବ୍ଧ ରହିଛି, କିନ୍ତୁ ଉଇକିକଥା ଏହି କିଛି ବିଶେଷ ମଧ୍ୟରୁ ଗୋଟିଏ ଅଟେ ଯାହା ନିଜ ଉପଯୁକ୍ତଙ୍କୁ ଯୋଗଦାନ କରିବାର ସୁବିଧା ମଧ୍ୟ ଉପଲବ୍ଧ କରିଥାଏ ।[୨] ଉଇକିକଥାର ପୃଷ୍ଠା ଉଲ୍ଲେଖନୀୟ ବ୍ୟକ୍ତିତ୍ୱର ଉଇକିପିଡ଼ିଆରେ ତିଆରି ଲେଖାରୁ ଅନ୍ତର୍କୋଡିୟଦ୍ୱାରା ଯୋଡି ହୋଇରହିଛି ।[୩]
ୟୁ.ଆର.ଏଲ | www.wikiquote.org |
---|---|
ବ୍ୟବସାୟିକ | ନା |
ସାଇଟର ପ୍ରକାର | Quotation repository |
ରେଜେଷ୍ଟ୍ରିକରଣ | ବୈକଳ୍ପିକ |
ମିଳୁଥିବା ଭାଷା | ବହୁଭାଷୀ |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଜିମି ୱେଲ୍ସ ଏବଂ ଉଇକିମିଡ଼ିଆ କମ୍ୟୁନିଟି |
ଆରମ୍ଭ କରାଯାଇଥିଲା | ଜୁଲାଇ 10, 2003 |
ଆଲେକ୍ସା କ୍ରମାଙ୍କ | 3,720 (July 2017[update])[୧] |
ଏବେକାର ସ୍ଥିତି | ସକ୍ରିୟ |
ମୂଳ ପରିଯୋଜନା ପୂର୍ଣତଃ ଇଂରାଜୀରେ ଆରମ୍ଭ କରାଯାଇଥିଲା , ଜୁଲାଇ 2004 ମସିହାରେ ଏକ ଅନ୍ୟ ସଂସ୍କରଣଦ୍ୱାରା ଅତିରିକ୍ତ ଭାଷାକୁ ମଧ୍ୟ ଏଥିରେ ସମ୍ମିଳିତ କରିବାର ଆରମ୍ଭ କରାଗଲା ।
ଇତିହାସ
ସମ୍ପାଦନାଦିନ | ଘଟଣା |
---|---|
ଅସ୍ଥାୟୀ ରୂପରେ ବୋଲଫ ଭାଷା ଉଇକିପିଡ଼ିଆରେ ଭର୍ତ୍ତି କରାଗଲା(wo.wikipedia.com) | |
ନିଜ ଉପଡ଼ୋମେନ ସୃଜିତ କରାଗଲା(quote.wikipedia.org) | |
ନିଜ ଉପଡୋମେନ ସୃଜିତ (wikiquote.org) | |
ନୂତନ ଭାଷା ଜୋଡଗଲା | |
ଇଂରାଜୀ ସଂସ୍କରଣ 2000 ପୃଷ୍ଠାରେ ପହଞ୍ଚିଲା | |
ଭାଷା ସଂଖ୍ୟା 24ରେ ପହଞ୍ଚିଲା | |
ପୂର୍ଣ୍ଣ ପୃଷ୍ଠା ସଂଖ୍ୟା 10,000 ପହଞ୍ଚିଲା । ଇଂରାଜୀ ସଂସ୍କରଣ 3000 ନିକଟରେ ପହଞ୍ଚିଲା । | |
ଭାଷା ସଂଖ୍ୟା 35କୁ ପହଞ୍ଚିଲା , ଯେଉଁଥିରେ ପାରମ୍ପରିକ ଲାଟିନ ଏବଂ ଏକ କୃତ୍ରିମ ଏସ୍ପେରେଣ୍ଟ ଥିଲା । | |
ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 5000କୁ ପହଞ୍ଚିଲା | |
ଫ୍ରାନ୍ସ ଉଇକିକଥାକୁ ବୈଧାନିକ କାରଣରୁ ବନ୍ଦ କରାଗଲା | |
ଫ୍ରାନ୍ସ ଉଇକିକଥା ପୁନଃ ଆରମ୍ଭ ହେଲା | |
ଇଂରାଜୀ ଉଇକିକଥା ଲେଖା ସଂଖ୍ୟା 10000କୁ ପହଞ୍ଚିଲା | |
ଭାଷା 400 ହେଲା | |
ସମସ୍ତ ଭାଷାକୁ ମିଶାଇ ପୂର୍ଣ୍ଣ ଲେଖା ସଂଖ୍ୟା 1,00,000କୁ ପହଞ୍ଚିଲା | |
ହିନ୍ଦୀ ଉଇକିକଥାର ଲେଖା ସଂଖ୍ୟା 100ରେ ପହଞ୍ଚିଲା |
ବହୁଭାଷୀ ସହଯୋଗ
ସମ୍ପାଦନାଜୁଲାଇ 2004 ମସିହାରେ ପାଖାପାଖି 70 ଉପଡୋମେନ ଆରମ୍ଭ କରାଗଲା । 28 ନଭେମ୍ବର 2010 ମସିହାରେ ଆଙ୍କଡୋ ଅନୁସାରେ 25 ସଂସ୍କରଣ ହୋଇଥିଲା, ପ୍ରତ୍ୟେକରେ 1000ରୁ ଅଧିକ ଲେଖାଥିଲା । ସବୁଠାରୁ ବଡ଼ ଉଇକିକଥା 22,600 ଲେଖା ସହିତ ପୋଲିଶ ଉଇକିକଥା ଥିଲା, ଯାହାପରେ ଇଂରାଜୀ, ଇଟାଲୀୟନ, ଜର୍ମାନୀ ଏବଂ ଋଷ ପରିୟୋଜନା ରହିଥିଲା ଯେଉଁଥିରେ 5000ରୁ ଅଧିକ ଲେଖାଥିଲା । ଏହାପରେ ଶ୍ଳୋବାକ, ବଗ୍ଲାରୀୟ, ବର୍ଣିୟାଇ, ତୁର୍କୀ, ଫ୍ରାନ୍ସ (ଯାହା ଡିସେମ୍ବର 2006 ମସିହାରେ ପୁନଃ ଆରମ୍ଭ ହୋଇଥିଲା) ରହିଥିଲା । 53ଟି ଭାଷା ସଂସ୍କରଣରେ 100 କିମ୍ବା ଅଧିକ ଲେଖାଥିଲା ।[୪]
ଆଧାର
ସମ୍ପାଦନା- ↑ "Wikiquote.org Site Info". Alexa Internet. Archived from the original on 2018-12-26. Retrieved 2017-07-07.
- ↑ DeVinney, Gemma (18 ଜୁନ 2007). "ଉଇକିକଥା: Another source for quotes on the Web". UB Reporter. ବଫେଲୋ ବିଶ୍ୱବିଦ୍ୟାଳୟ. Retrieved 21 ନଭେମ୍ବର 2010.
- ↑ अहसान, हाफ़्सा (२७ जनवरी २००७). "It's all about Wikis". डॉन समाचारपत्र.
{{cite news}}
: Check date values in:|date=
(help) - ↑ "Wikiquote Statistics". Wikipedia:Meta. Retrieved 29 ନଭେମ୍ବର 2010.