ଷ୍ଟୋଲୋନିଫେରା

(Walkeriaରୁ ଲେଉଟି ଆସିଛି)

ଷ୍ଟୋଲୋନିଫେରା (English: Stolonifera) ଏକ ପ୍ରବାଳ ଉପବର୍ଗ ଅଟେ । ଏହା Alcyonacea ବର୍ଗର ଅନ୍ତର୍ଗତ । ଏଲ୍‌ୱକିୟରିଅ (Alwalkeria) ଡାଇନୋସରକୁ ପୂର୍ବରୁ ୱକେରିଆ (Walkeria) ଭାବେ ନାମକରଣ କରାଯାଇଥିଲା କିନ୍ତୁ Walkeria ନାମଟି Bryozoaମାନଙ୍କୁ ଦିଆଯାଇ ସାରିଥିବାରୁ ଅନ୍ତରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ କୋଡ (International Code of Zoological Nomenclature) ଅନୁଯାୟୀ ବର୍ତ୍ତମାନ ବଦଳେଇଦିଆଯାଇଛି ।

ଷ୍ଟୋଲୋନିଫେରା
Clavularia sp.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Cnidaria
ବର୍ଗ: Anthozoa
ଉପବର୍ଗ: Octocorallia
ଗଣ: Alcyonacea
ଉପଗଣ: Stolonifera
Hickson, 1883
Families

See text

ପରିବାର ସମ୍ପାଦନା

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା