ଟୋକେଲାଉ

(Tokelauରୁ ଲେଉଟି ଆସିଛି)


Tokelau
Flag of Tokelau
Badge of Tokelau
Flag Badge
ରାଷ୍ଟ୍ରାଦର୍ଶ: "Tokelau mo te Atua" (Tokelauan)
"Tokelau for the Almighty"
ଜାତୀୟ ସଙ୍ଗୀତ: God Save the Queen
Location of Tokelau
StatusTerritory of New Zealand
ରାଜଧାନୀN/A[a]
ବୃହତ୍ତମ ସହରFakaofo[b]
ସରକାରୀ ଭାଷା
ଜାତୀୟତାTokelauan
GovernmentConstitutional monarchy
• Monarch
Elizabeth II
Jonathan Kings
Siopili Perez
New Zealand territory
1948
କ୍ଷେତ୍ରଫଳ
• ମୋଟ
10 km2 (3.9 sq mi) (233rd)
• ଜଳଭାଗ (%)
negligible
ଲୋକସଂଖ୍ୟା
• October 2011 census
1,411[b] (237th)
• ଘନତା
115/km2 (297.8/sq mi) (86th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)1993 estimate
• ମୋଟ
$1.5 million (227th)
• ମୁଣ୍ଡପିଛା
$1,035 (not ranked)
ମୁଦ୍ରାNew Zealand dollar (NZD)
ସମୟ ମଣ୍ଡଳUTC+13[]
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼+690
Internet TLD.tk
  1. ^ Each atoll has its own administrative centre.
  2. ^ Final count for 2011 Tokelau Census of Population and Dwellings, Statistics New Zealand. The Census population figure of 1,411 includes 268 usual residents of Tokelau who were absent on census night.
Some data from the World Factbook (2004).

ସଂକ୍ଷେପରେ ଟୋକୋଲାଉ

ସମ୍ପାଦନା

ନାମ=ଟୋକୋଲାଉ ସାଧାରଣତନ୍ତ୍ର ଆୟତନ=୧୦ବର୍ଗ କି.ମି ଜନସଂଖ୍ୟା=ପ୍ରତି ବର୍ଗ କି.ମିରେ ୧୧୫ଜଣ ରାଜଧାନୀ=ନୁକୁନୋନୁ ସରକାରୀ ଭାଷା=ଟୋକେଲିୟ,ଇଂଲିଶ ସରକାର=ସାମ୍ବିଧାନିକ ରାଜତନ୍ତ୍ର ଜିଡିପି=୧.୫ନିୟୁତ ଆମେରିକୀୟ ଡଲାର ମୁଦ୍ରା=ନ୍ୟୁଜିଲ୍ୟାଣ୍ଡ ଡଲାର ଡାଏଲିଂ କୋଡ=+୬୯୦ ଇଣ୍ଟରନେଟ ଡୋମିନି=.ଟିକେ

ସଂକ୍ଷିପ୍ତ ପରିଚୟ

ସମ୍ପାଦନା

ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟୋକେଲୌ ନାମକ ଦ୍ୱୀପ ଅବସ୍ଥିତ।ଏହି ଦ୍ୱିପକୁ ଲାଗିରହିଛି ନ୍ୟୁଜିଲ୍ୟାଣ୍ଡ।୧୮୭୭ରେ ଇଂରେଜମାନେ ଏହି ଦ୍ୱିପକୁ ପ୍ରଥମେ ଆବିଷ୍କାର କରିଥିଲେ।୧୮୮୯ରେ ବ୍ରିଟିଶ କମାଣ୍ଡର ସି.ଏଫ. ଓଲଧମ ଟୋକେଲୌରେ ୟୁନିୟନ ଜ୍ୟାକ୍ ଉତ୍ତୋଳନ କରିବା ସହ ଏହି ଦ୍ୱୀପ ବ୍ରିଟେନର ଅଧୀନ ବୋଲି ଘୋଷଣା କରିଥିଲେ।୧୧ ଫେବୃଆରୀ ୧୯୨୬ରେ ଇଂରେମାନେ ଏହି ଦ୍ୱୀପର ଶାସନଭାର ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରିଥିଲେ।


ନ୍ୟୁଜିଲ୍ୟାଣ୍ଡ ଟୋକେଲୌର ସମ୍ବିଧାନ ପ୍ରଣୟନ କରିଛି।ଏହାର ଶାସନ ବ୍ୟବସ୍ଥା ନ୍ୟୁଜିଲ୍ୟାଣ୍ଡଦ୍ୱାରା ନିୟନ୍ତ୍ରିତ।୧୯୪୯ମସିହା ଜାନୁଆରୀ ପହିଲାରେ ଏହି ଦେଶ ଆନୁଷ୍ଠାନିକ ଭାବେ ନ୍ୟୁଜିଲ୍ୟାଣ୍ଡ ନିୟନ୍ତ୍ରଣକୁ ଯାଇଥିଲା।ଅକ୍ଟୋବର ୨୦୦୭ରେ ଜାତିସଂଘ ଟୋକେଲୌକୁ ସ୍ୱୟଂ ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲା।ଏହାର ପ୍ରତିରକ୍ଷା ଦାୟିତ୍ୱ ନ୍ୟୁଜିଲ୍ୟାଣ୍ଡ ଉପରେ ନ୍ୟସ୍ତ। ରାଣୀ ଏଲିଜାବେଥ ୨ୟ ଦେଶ ଶାସନ ମୁଖ୍ୟ।


ଅର୍ଥନୀତି

ସମ୍ପାଦନା

ମାତ୍ର ତିନିଟି ଗ୍ରାମକୁ ନେଇ ଟୋକେଲୌ ଗଠିତ।ଏହି ଦ୍ୱୀପରେ ସେପରି କିଛି ଖଣିଜ ପଦାର୍ଥ ନାହିଁ।କୃଷି ହିଁ ଦେଶବାସୀଙ୍କ ମୁଖ୍ୟ ଜୀବିକା।ଦେଶର ଅର୍ଥନୀତି ନ୍ୟୁଜିଲ୍ୟାଣ୍ଡ ଉପରେ ନିର୍ଭରଶୀଳ।

  1. "Tokelau: Wrong local time for over 100 years". Archived from the original on 2 ଅପ୍ରେଲ 2014. Retrieved 4 ଫେବୃଆରୀ 2016.{{cite web}}: CS1 maint: bot: original URL status unknown (link)
  2. "Tokelau Info". Tokelau-info.tk. Archived from the original on 26 ଅକ୍ଟୋବର 2013. Retrieved 30 ଡିସେମ୍ବର 2011.