ଟିକାଗ୍ରେଲୋର
ଟିକାଗ୍ରେଲୋର, ଏକ ବେପାର ନାମ ବ୍ରିଲିଣ୍ଟା ବ୍ରାଣ୍ଡ, ତୀବ୍ର କରୋନାରୀ ସିଣ୍ଡ୍ରୋମ ପିଡ଼ିତ ରୋଗୀର ଷ୍ଟ୍ରୋକ୍ ଏବଂ ହୃଦ୍ଘାତକୁ ରୋକିବା ପାଇଁ ଦିଆଯାଉଥିବା ଏକ ଔଷଧ ।[୧][୨] ଏହା ସାଧାରଣତଃ ଆସ୍ପିରିନ୍ ସହିତ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Brilinta, Brilique, others |
Synonyms | AZD-6140 |
AHFS/Drugs.com | monograph |
MedlinePlus | a611050 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 36% |
Protein binding | >99.7% |
Metabolism | Liver (CYP3A4) |
Elimination half-life | 7 hrs (ticagrelor), 8.5 hrs (active metabolite AR-C124910XX) |
Excretion | Bile duct |
Identifiers | |
| |
ECHA InfoCard | 100.114.746 |
Chemical and physical data | |
Formula | C23H28F2N6O4S |
Molar mass | ୫୨୨.୫୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ଅଣନିଶ୍ୱାସ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ୍ ଇନହିବିଟର, ବିଶେଷ ଭାବରେ ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର, ଯାହା ADP ସହିତ ପ୍ଲାଲେଟ୍ ସଂଲଗ୍ନ ହେବାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୧] [୩]
ୟୁରୋପରେ ୨୦୧୦ ମସିହାରେ[୧] ଏବଂ ୨୦୧୧ରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଟିକାଗ୍ରେଲୋର ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ୪ ସପ୍ତାହର ଔଷଧ ଖର୍ଚ୍ଚ ମୂଲ୍ୟ £୫୫ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୮୦ ଡଲାର ଥିଲା ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Brilique". Archived from the original on 2 May 2021. Retrieved 3 October 2021.
- ↑ ୨.୦ ୨.୧ ୨.୨ "Ticagrelor Monograph for Professionals". Drugs.com (in ଇଂରାଜୀ). Archived from the original on 17 September 2020. Retrieved 3 October 2021.
- ↑ ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 229. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Brilinta Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 3 October 2021.