ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ

ଆଧ୍ୟାତ୍ମିକ ଧର୍ମଗୁରୁ
(Thakur Anukulchandraରୁ ଲେଉଟି ଆସିଛି)

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (୧୪ ସେପ୍ଟେମ୍ବର ୧୮୮୮ - ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।

ପରମପ୍ରେମମୟ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
ଜନ୍ମ
ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ

(1888-09-14)ସେପ୍ଟେମ୍ବର ୧୪, ୧୮୮୮
ହିମାଇତପୁର, ପାବନା, (ଏବେ ବାଂଲାଦେଶରେ)
ମୃତ୍ୟୁ୨୬ ଜାନୁଆରୀ ୧୯୬୯(1969-01-26) (ବୟସ ୮୦)
ସତସଙ୍ଗ ଆଶ୍ରମ, ଦେଓଘର, ଝାଡ଼ଖଣ୍ଡ
ଜାତୀୟତାଭାରତୀୟ
ବୈବାହିକ-ସାଥୀ(s)ଷୋଡଶୀବାଳା ଦେବୀ (ଶ୍ରୀଶ୍ରୀବଡ଼ମା), ସର୍ବମଙ୍ଗଳା ଦେବୀ
ସନ୍ତାନଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ (ଶ୍ରୀଶ୍ରୀବଡ଼ଦା), ବିବେକରଞ୍ଜନ ଚକ୍ରବର୍ତ୍ତୀ, ସାଧନା ଦେବୀ, ସାନ୍ତ୍ୱନା ଦେବୀ, ପ୍ରଚେତାରଞ୍ଜନ ଚକ୍ରବର୍ତ୍ତୀ
ପିତାମାତାଶିବଚନ୍ଦ୍ର ଚକ୍ରବର୍ତ୍ତୀ, ମନୋମୋହିନୀ ଦେବୀ

ଅନୁକୂଳଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ, ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଔରସରୁ ଓ ମାତା ମନମୋହିନୀ ଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ ।

ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। [] ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଦର୍ଶନ ଓ ଶିକ୍ଷା

ସମ୍ପାଦନା

ଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ

ସମ୍ପାଦନା
  1. "ଆର୍କାଇଭ୍ କପି". Archived from the original on 2005-04-05. Retrieved 2012-06-07. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ

ସମ୍ପାଦନା