ଟେଟ୍ରିଜୋଲାଇନ
ଟେଟ୍ରିଜୋଲାଇନ୍, ଯାହାକୁ ଟେଟ୍ରାହାଇଡ୍ରୋଜୋଲିନ୍ ମଧ୍ୟ କୁହାଯାଏ, ଏକ ଔଷଧ ଯାହା ଆଖିର ଶ୍ୱେତପଟଳ ଫୁଲିଥିଲେ ଦିଆଯାଏ ।[୧] ଏହା ଏକକ ଭାବରେ ଏବଂ ଅନ୍ୟାନ୍ୟ ଔଷଧ ମିଶ୍ରଣ ସହିତ ଔଷଧ ଦୋକାନରେ ଟୋପା ଭାବରେ ମିଳେ ।[୧] ଏହାର ପ୍ରଭାବ କିଛି ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧] ଦୀର୍ଘକାଳ ଧରି ବ୍ୟବହାର କଲେ ଅବସ୍ଥା ଖରାପ ହୋଇପାରେ ।[୧]
Clinical data | |
---|---|
Trade names | Rohto Relief, Visine Original, others[୧] |
Synonyms | Tetrahydrozoline[୧] |
AHFS/Drugs.com | monograph |
Pharmacokinetic data | |
Onset of action | Within minutes[୧] |
Duration of action | Up to 8 hrs[୧] |
Identifiers | |
| |
ECHA InfoCard | 100.001.384 |
Chemical and physical data | |
Formula | C13H16N2 |
Molar mass | ୨୦୦.୨୯ g·mol−1 |
3D model (JSmol) | |
Melting point | 117–119 °C (243–246 °F) [୩] 256–257 °C (493–495 °F) for HCl-salt[୨] |
Solubility in water | Very soluble in water and ethanol, slightly soluble in chloroform and insoluble in diethylether[୨] mg/mL (20 °C) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବିସ୍ଫାରିତ ଆଖି ପୁଅ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଆଖିର ଜ୍ୱଳନ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଲାଲିମା, ମୁଣ୍ଡବିନ୍ଧା, ଦୃତ ହୃଦ୍ଗତି ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୧] ଆକ୍ଟିଭେସନ୍ α- ଆଡ୍ରେନେଜିକ୍ ରିସେପ୍ଟରଦ୍ୱାରା ରକ୍ତବାହୀ ନଳୀକୁ ସଙ୍କୁଚିତ କରି କାର୍ଯ୍ୟକ୍ଷମ ହୁଏ । [୧]
୧୯୫୪ ମସିହାରେ ଟେଟ୍ରିଜୋଲାଇନ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୯ରେ ଚିକିତ୍ସା ବ୍ୟବହାରରେ ଆସିଥିଲା [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଗୋଟିଏ ବୋତଲର ମୂଲ୍ୟ ପ୍ରାୟ ୧୦ ଡଲାର ଥିଲା ।[୫] ଏହା ଭିସିନ୍ ଏବଂ ରୋହଟୋ ସହିତ ଅନେକ ମିଶ୍ରର ବ୍ରାଣ୍ଡ ନାମରେ ବିକ୍ରି ହୁଏ | [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Tetrahydrozoline Monograph for Professionals". Drugs.com (in ଇଂରାଜୀ). Archived from the original on 22 January 2021. Retrieved 3 October 2021.
- ↑ ୨.୦ ୨.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;:mer
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "US 2731471 A - IP.com". ip.com. Archived from the original on 2021-08-29. Retrieved 2018-09-05.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 552. ISBN 9783527607495. Archived from the original on 2016-12-29. Retrieved 2021-06-09.
- ↑ "Tetrahydrozoline ophthalmic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 3 October 2021.