ରାମକୃଷ୍ଣ ମିଶନ

ଭାରତୀୟ ସଂଗଠନ
(Ramakrishna Missionରୁ ଲେଉଟି ଆସିଛି)

ରାମକୃଷ୍ଣ ମିଶନ ହେଲା ବେଦାନ୍ତ ଅନ୍ଦୋଳନ ବା ରାମକୃଷ୍ଣ ଅନ୍ଦୋଳନ ନାମରେ ପରିଚିତ ଆଧ୍ୟାତ୍ମିକ ଅନ୍ଦୋଳନର ପ୍ରଧାନ କେନ୍ଦ୍ର । ଏହା ଏକ ମାନବ କଲ୍ୟାଣକାରୀ ସଙ୍ଗଠନ ଅଟେ । ସ୍ୱାମୀ ବିବେକାନନ୍ଦ ଏହାକୁ ୧୮୯୭ ମେ ୧ ତାରିଖରେ ପ୍ରତିଷ୍ଠା କରିଥିଲେ । ଏହାର ମୂଳ ଆଦର୍ଶ ହେଲା ଶିବଜ୍ଞାନରେ ଜୀବ ସେବା ।ଏହାର ମୂଖ୍ୟାଳ୍ୟ କଲିକତାର ବେଲୁଡ଼୍ଅଠାରେ ଅବସ୍ଥିତ ।

ରାମକୃଷ୍ଣ ମିଶନ
ରାମକୃଷ୍ଣ ମିଶନର ପ୍ରତୀକ
ମୂଳ ଲକ୍ଷଆତ୍ମାନୋ ମୋକ୍ଷାର୍ଥ ଜଗଦ୍ଦି ତାୟଚ
ସ୍ଥାପନା୧୮୯୭
ଉଦ୍ଦେଶ୍ୟଶିକ୍ଷା,ମାନବ କଲ୍ୟାଣ, ଆଧ୍ୟାତ୍ମିକତା
ମୁଖ୍ୟାଳୟବେଲୁର ମଠ
ଅଞ୍ଚଳବିଶ୍ୱବ୍ୟାପୀ
ୱେବ୍‌ସାଇଟବେଲୁର ମଠ


ଛାଞ୍ଚ:ସ୍ୱାମୀ ବିବେକାନନ୍ଦ