ପୃଥ୍ୱୀରାଜ ଚୌହାନ
ପୃଥିବୀରାଜ ଚୌହାନ (୧୧୬୬-୧୧୯୨) ଚୌହାନ ରାଜବଂଶର ଜଣେ ରାଜପୁତ ରାଜା ଥିଲେ, [୧]ସେ ଦ୍ୱାଦଶ ଶତାବ୍ଦୀରେ ଉତ୍ତର ଭାରତର ଦିଲ୍ଲୀ ଓ ଆଜମେରରେ ଶାସନ କରୁଥିଲେ ।
ପୃଥ୍ୱୀରାଜ ଚୌହାନ | |
---|---|
![]() | |
ଆଜମେରରେ ଥିବା ପୃଥିବୀରାଜ ଚୌହାନଙ୍କ ପ୍ରତିମୂର୍ତ୍ତି | |
ଶାସନକାଳ | ୧୧୬୫ -୧୧୯୨ AD |
ପୂର୍ବାଧିକାରୀ | ଅନଙ୍ଗପାଲ ୨ |
ଉତ୍ତରାଧିକାରୀ | ମହମ୍ମଦ ଘୋରୀ |
ଜୀବନସାଥୀ | ରାଠୋର(Gaharwal)ରାଣୀ ସଂଯୁକ୍ତା |
Dynasty | ଚୌହାନ |
ହେମୁଙ୍କ ପୂର୍ବରୁ, ପୃଥିବୀରାଜ ଚୌହାନ ଶେଷ ସ୍ୱଧୀନ ହିନ୍ଦୁ ରାଜା ଥିଲେ, ,ସେ ଦିଲ୍ଲୀ ରାଜ ଗାଦିରେ ବସି ଥିଲେ।ସେ ସଫଳତାର ସହ ୧୧୭୯ରେ ୧୩ ବର୍ଷ ବୟସରେ ରାଜଗାଦିରେ ବସିଥିଲେ, ଏବଂ ଆଜମୀର ଓ ଦିଲ୍ଲୀ ଦୁଇଟି ରାଜଧାନୀରେ ଶାସନ କରୁଥିଲେ,ସେ ଏହି ଦୁଇଟିକୁ ତାଙ୍କ ମାତୃକ ସମ୍ପତ୍ତି ରୂପେ ତାଙ୍କ ଜେଜେବାପାଙ୍କ ଠୁ ପାଇଥିଲେ,ତାହା, ଅର୍କପାଲ କିମ୍ବା ଅନଙ୍ଗପାଲ III ତୋମାର ରାଜଅଂଶ ଦିଲ୍ଲୀ।ସେ ବର୍ତ୍ତମାନର ରାଜସ୍ଥାନ ଏବଂ ହରିୟାଣାରେ ମଧ୍ୟ ଶାସନ କରିଥିଲେ । ସେ Kannaujକାନ୍ନୁଆଉଜିର ରାଜା ଜୟଚନ୍ଦର ରାଜାଙ୍କ ଝିଅ ସଂଯୁକ୍ତା (ସୟୋଗିତା) ୧୧୭୫ରେ ଗୁପ୍ତ ପଳାୟନ କରିଥିଲେ , ଏହା ଏକ ଭାରତର ପ୍ରମୁଖ ପ୍ରେମସୂଚକ କାହାଣୀ ,ଯାହା। ପୃଥ୍ୱୀରାଜ ରାସୋ ,ଐତିହାସିକ କବିତାରେ ଲେଖା ଯାଇଅଛି, ତାକୁ ଚୌହାନଙ୍କ ରାଜକବି ଏବଂ ସାଙ୍ଗ ଚାନ୍ଦ ବାରାଦୀ।
ଚୌହାନ ସହାବୁଦ୍ଧିନ ମହମ୍ମଦ ଘୋରୀ ଙ୍କୁ ପ୍ରଥମ ତରାଇଁ ଯୁଦ୍ଧରେ ୧୧୯୧ରେ ପରାଜିତ କରିଥିଲେ। ଘୋରୀ ସେହି ବର୍ଷ ଦ୍ୱତୀୟ ଥର ଆକ୍ରମଣ କରିଥିଲେ, ଚୌହାନ ନିଜେ ଦ୍ୱତୀୟ ତରାଇଁ ଯୁଦ୍ଧ ରେ(୧୧୯୨) ଘୋରୀଠାରୁ ପରାଜୟ ବରଣ କରିଥିଲେ ଏବଂ ନିଷ୍ପତ୍ତିତ ହୋଇଥିଲେ।
ଜିବନୀସମ୍ପାଦନ କରନ୍ତୁ
ହିନ୍ଦୁ ଶାସକଙ୍କ ବିରୋଧରେ ଲଢଇସମ୍ପାଦନ କରନ୍ତୁ
ପୃଥ୍ୱୀରାଜ ୧୬ ବର୍ଷ ବୟସରେ ଶାସନ ଆରମ୍ଭ କରିଥିଲେ,ଏବଂ ସଙ୍ଗେ ସଙ୍ଗେ ନିଜର ତେଜସ୍ୱ ଓ ପ୍ରତିଭା ପ୍ରସାରଣ କରିଥିଲେ। ପୃଥ୍ୱୀରାଜଙ୍କ ଟାର୍ଗେଟ ଥିଲାସବୁଠୁ ଛୋଟ ରାଜ୍ୟ ରାଜସ୍ଥାନ, କିନ୍ତୁ ସେ ବିଖ୍ୟାତ ହୋଇଥିଲେ କେବଳ ଚାଣ୍ଡେଲଙ୍କ ଖଜୁରାହୋ ଏବଂ ମହୋବା ବିରୋଧ ଅଭିଯାନ ପାଇଁ।ସେ ଗୁରୁତ୍ୱପୂର୍ଣ୍ଣ ଭାବେ ଚାଣ୍ଡେଲଙ୍କ ବିରୋଧରେ ବିଜୟ ଲାଭ କରିଥିଲେ କେବଳ ପରମାରଦିଙ୍କ ପାଇଁ(୧୧୬୫-୧୨୦୨) ।[୨]:23 ପୃଥ୍ୱୀରାଜ ତା ପର ପାଞ୍ଚ ବର୍ଷ ସଙ୍ଘର୍ଷ ଜାରି ରଖିଥିଲେ ୧୧୮୨ଠାରୁ ଚୌଳକ୍ଷ ଗୁଜରାଟ ଯାହା ସେ ଭୀମ୨ଙ୍କ ଠୁ ହାରିଥିଲେ। ସେ ଫୁଣିଥରେ ସଙ୍ଘର୍ଷ ଆରମ୍ଭ କରିଥିଲେ Gahadvalas ସହ କେବଳ Kanaujକୁ ନିଜ ଅଧୀନକୁ ଆଣି ପୁରା ଦିଲ୍ଲୀକୁ ଶାସନ କରିବେ ଏବଂ ଉପର ଗଙ୍ଗାର doab।ସାମରିକ ଅଭିଯାନରେ ବାହାରିଲେ ନିଜ ପଡୋଶୀଙ୍କ ବିରୋଧରେ ଏବଂ ସଫଳତା ମଧ୍ୟ ପାଇଲେ। ଏହା ପରବର୍ତ୍ତୀ ମହମ୍ମଦ ଘୋରୀ ବିରୋଧରେ ସାଙ୍ଘାତିକ ଯୁଦ୍ଧ ହୋଇଥିଲା।[୩]
ପ୍ରଥମ ତରାଇଁ ବିରୋଧରେ ଲଢେଇ,୧୧୯୧ସମ୍ପାଦନ କରନ୍ତୁ
ପ୍ରଥମ ଓ ଦ୍ୱିତୀୟ ତରାଇଁ ଯୁଦ୍ଧ ମଧ୍ୟରେସମ୍ପାଦନ କରନ୍ତୁ
ଦ୍ୱିତୀୟ ତରାଇଁ ଯୁଦ୍ଧସମ୍ପାଦନ କରନ୍ତୁ
୧୧୯୨ ମସିହାରେ,ଘୋରୀ ୧୨୦,୦୦୦ ଲୋକମାନଙ୍କୁ ଏକତ୍ରିତ କରି ଏବଂ ଫେରି ଫୁଣିଥରେ ପୃଥିବୀରାଜଙ୍କୁ ଦ୍ୱତୀୟ ତରାଇଁ ଯୁଦ୍ଧ ପାଇଁ ଆମନ୍ତ୍ରଣ ଦେଲେ । ପାର୍ଶୀ ଇତିହାସ Firishta,ଅନୁସାରେ ପୃଥ୍ୱୀରାଜଙ୍କ ୩୦୦୦,ହାତୀ ୩୦୦,୦୦୦ ଘୋଡ଼ା ସୈନ୍ୟ ଏବଂ ପ୍ରଧାନ ପଦାତିକ ସୈନ୍ୟ ଥିଲେ। [୩]
ଲୋକକଥାସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ Encyclopædia Britannica
- ↑ Sen, S.N., 2013, A Textbook of Medieval Indian History, Delhi: Primus Books, ISBN 9789380607344
- ↑ ୩.୦ ୩.୧ Chandra, Satish (2006). Medieval India: From Sultanat to the Mughals (1206-1526). Vol. 1. Har-Anand Publications. p. 25.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |