ଓମେପ୍ରାଜୋଲ
ଓମେପ୍ରାଜୋଲ, ବିକ୍ରୟ ନାମ ପ୍ରିଲୋସେକ ଓ ଲୋସେକ ଇତ୍ୟାଦି, ଏକ ଔଷଧ ଯାହା ପାକସ୍ଥଳୀରେ ପ୍ରସ୍ତୁତ ହେଉଥିବା ପାକସ୍ଥଳୀ ଅମ୍ଳ କମେଇଦିଏ ।[୧] ଏହା ପାକସ୍ଥଳୀ ଘାଆ ରୋଗ (peptic ulcer disease), ଗ୍ୟାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଓ ଜଲିଞ୍ଜର ଏଲିସନ ସିଣ୍ଡ୍ରୋମ ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ । [୧] ଏହା ଉପର ଖାଦ୍ୟନଳୀ ରକ୍ତସ୍ରାବର ପ୍ରତିଷେଧ ଭାବରେ ବ୍ୟବହାର କରାଯାଏ । [୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Pronunciation | /oʊˈmɛprəzoʊl/ |
Trade names | Losec, Prilosec, Zegerid, others[୧] |
AHFS/Drugs.com | monograph |
data |
|
Pregnancy category | |
Routes of administration | Oral, IV |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 35–76%[୨][୩] |
Protein binding | 95% |
Metabolism | Hepatic (CYP2C19, CYP3A4) |
Elimination half-life | 1–1.2 hours |
Excretion | 80% (urine) 20% (feces) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.122.967 |
Chemical and physical data | |
Formula | C17H19N3O3S |
Molar mass | 345.42 g/mol |
3D model (JSmol) | |
| |
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡବଥା ଓ ଅଧିକ ଅନ୍ତନଳୀ ବାୟୁ ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଙ୍ଘାତିକ ହେଲେ ନିମୋନିଆ ଓ ପାକସ୍ଥଳୀ କର୍କଟ ଲକ୍ଷଣ ଲୁଚିଯିବା ସଙ୍କଟ, କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ସଙ୍କଟ ହୋଇପାରେ । ଗର୍ଭାବସ୍ଥାରେ ଏହାର ବିପଦ ବିଷୟ ସ୍ପଷ୍ଟ ନୁହେଁ । ଓମେପ୍ରାଜୋଲ ଏକ ପ୍ରୋଟୋନ ପମ୍ପ ଇନହିବିଟର ଔଷଧ ଯାହା ପାକସ୍ଥଳୀରୁ ଅମ୍ଲ କ୍ଷରଣ କମେଇଦିଏ ।[୧]
ସନ ୧୯୭୯ରେ ଓମେପ୍ରାଜୋଲ ଆବିଷ୍କୃତ ହୋଇଥିଲେ ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ସନ ୨୦୧୪ରେ ଏହାର ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୭ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ପିଲ ପିଛା ପ୍ରାୟ ୧ ଡଲାର ଖର୍ଚ୍ଚ ହୁଏ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Omeprazole". The American Society of Health-System Pharmacists. Retrieved Dec 1, 2015.
- ↑ Prilosec Prescribing Information Archived 2010-02-16 at the Wayback Machine.. AstraZeneca Pharmaceuticals.
- ↑ Vaz-Da-Silva, M; Loureiro, AI; Nunes, T; Maia, J; Tavares, S; Falcão, A; Silveira, P; Almeida, L; Soares-Da-Silva, P (2005). "Bioavailability and bioequivalence of two enteric-coated formulations of omeprazole in fasting and fed conditions". Clin Drug Investig. 25 (6): 391–9. doi:10.2165/00044011-200525060-00004. PMID 17532679.
- ↑ Fischer, edited by János; Ganellin, C. Robin (2006). Analogue-based drug discovery. Weinheim: Wiley-VCH. p. 88. ISBN 9783527607495.
{{cite book}}
:|first1=
has generic name (help) - ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Omeprazole". International Drug Price Indicator Guide. Archived from the original on 10 May 2017. Retrieved 1 December 2015.