ନିମାଡ଼ି ଭାଷା
(Nimadi languageରୁ ଲେଉଟି ଆସିଛି)
ନିମାଡି ଏକ ଭାରତୀୟ ଭାଷା । ଏହାକୁ ପଶ୍ଚିମ ଭାରତର ଇଣ୍ଡୋ- ଆର୍ଜୟନ ଭାଷା ଭାବରେ ମଧ୍ୟପ୍ରଦେଶର ନିମାଦୀ ତଥା ମହାରାଷ୍ଟ୍ରର ଓ ଦକ୍ଷିଣ ମାଳବ ଅଞ୍ଚଳରେ ପ୍ରଚଳିତ । ବରବାଣୀ,ଖଣ୍ଡବା,ବରବାହ , ବୁରହାନପୁର ବେଦିଆ ସନାବାଦ, ଧରର କିଛି ଅଂଶ, ହରଦା ଜିଲ୍ଲାରେ ବିଦେଶ ଭାବରେ ଏହି ଭାଷା କହୁଥିବା ଲୋକ ସଂଖ୍ୟା ଅଧିକ । ଏହି ଭାଷାରେ ଗୌରିଶଙ୍କର ଶର୍ମା , ରାମାୟଣ ଉପଧ୍ୟାୟଙ୍କ ବହୁ ଲେଖା ରହିଛି । [୨]
Nimadi | |
---|---|
Native to | India |
ଅଞ୍ଚଳ | Nimar in Madhya Pradesh |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] Census results conflate some speakers with Hindi. |
ଭାଷା କୋଡ୍ | |
ISO ୬୩୯-୩ | noe |
ଗ୍ଲୋଟୋଲୋଗ | nima1243 |
ଏହା ମୁଖ୍ଯତଃ ଏକ କଥିତ ଭାଷା ଭାବରେ ବ୍ୟବହାର ହୋଇଥିଲେ ମଧ୍ୟ ଅନେକ ଗ୍ରନ୍ଥ ଏହି ଭାଷାରେ ଲେଖା ଯାଇଛି । ଭଗବତ ଗୀତାର ଅନୁବାଦ ମଧ୍ୟ ଏହି ଭାଷାରେ ଉପଲବ୍ଧ । ଏହା ମହାଦେୟ ପ୍ରସାଦ ଚତୁର୍ବେଦିଙ୍କଦ୍ୱାରା ରଚିତ ।
ଆଧାର
ସମ୍ପାଦନା- ↑ "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
- ↑ https://web.archive.org/web/20131203040331/http://www.sumania.com/lang/allindi9.html