ନେଭିରାପିନ

(Nevirapineରୁ ଲେଉଟି ଆସିଛି)

ନେଭିରାପିନ (ଇଂରାଜୀ ଭାଷାରେ Nevirapine ବା NVP) ବ୍ୟବସାୟୀକ ନାମ ଭିରାମ୍ୟୁନ) ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗ ବିଶେଷତଃ ଏଚଆଇଭି ୧ ରୋଗର ଚିକିତ୍ସା ତ‌ଥା ପ୍ରତିଷେଧ ନିମନ୍ତେ ବ୍ୟବ‌ହାର ହୁଏ । ଏହା ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧମାନଙ୍କ ସ‌ହିତ ବ୍ୟବ‌ହାର କରାଯାଏ । ଏହା ମାତାଠାରୁ ଶିଶୁକୁ ସଂକ୍ରମଣ ବ୍ୟାପିବାକୁ ପ୍ରତିରୋଧ କରେ କିନ୍ତୁ ଅନ୍ୟାନ୍ୟ ସଂକ୍ରମଣ ବା ରୋଗ ଥିଲେ ଦିଆଯାଏ ନାହିଁ । ଏହା ପା ଟିରେ ଦିଆଯାଏ ।[୧]

ନେଭିରାପିନ
Clinical data
Trade namesଭିରାମ୍ୟୁନ/Viramune
AHFS/Drugs.commonograph
MedlinePlusa600035
Pregnancy
category
  • B: (USA)
Routes of
administration
ପାଟିରେ ଦିଆଯାଏ
ATC code
Pharmacokinetic data
Bioavailability୯୩% ± ୯%
Metabolismଯକୃତ Liver
Elimination half-life୪୫ ଘଣ୍ଟା
Excretionବୃକ୍‌କ <୬%
ପିତ୍ତରେ (Biliary) <୫%
Identifiers
  • 11-cyclopropyl-4-methyl-5,11-dihydro-6H- dipyrido[3,2-b:2′,3′-e][1,4]diazepin-6-one
CAS Number
PubChem CID
DrugBank
ChemSpider
UNII
KEGG
ChEMBL
NIAID ChemDB
ECHA InfoCard100.117.250 Edit this at Wikidata
Chemical and physical data
FormulaC15H14N4O
Molar mass266.298 g/mol
3D model (JSmol)
  • O=C2Nc1c(ccnc1N(c3ncccc23)C4CC4)C
  • InChI=1S/C15H14N4O/c1-9-6-8-17-14-12(9)18-15(20)11-3-2-7-16-13(11)19(14)10-4-5-10/h2-3,6-8,10H,4-5H2,1H3,(H,18,20) checkY
  • Key:NQDJXKOVJZTUJA-UHFFFAOYSA-N checkY
  (verify)

ନେଭିରାପିନର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ରାସ, ମୁଣ୍ଡବଥା, ଅଇ, ଥକ୍କାଣ ଓ ଯକୃତ ସମସ୍ୟା ଉତ୍ପନ୍ନ ହୁଏ । ପଥମ କିଛି ମାସରେ ରାସ ଓ ଯକୃତ ସମସ୍ୟା ସାଂଘାତିକ ହୋଇପାରେ, ତେଣୁ ଏହାକୁ ପ୍ରତିରୋଧ କରିବାକୁ ସଚେତନ ରହିବା ଉଚିତ ।[୧][୨] ଗର୍ଭାବସ୍ଥା ନିମନ୍ତେ ଏହା ନିରାପଦ ଥିବା ଜଣାଯାଏ । ଏହା ଏକ ନନ୍-ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟରରିଭର୍ସ ଟ୍ରାନ୍ସକ୍ରିପ୍ଟେଜକୁ ଅବରୋଧ କରି କାମକରେ ।[୧]

ନେଭିରାପିନ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ସନ ୨୦୧୪ରେ ୨.୧୬ରୁ ୧୬.୬୨ ଆମେରିକୀୟ ଡଲାର ଥିଲା ।[୪] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Nevirapine". The American Society of Health-System Pharmacists. Retrieved 3 December 2016.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 63. ISBN 9781284057560.
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Nevirapine". International Drug Price Indicator Guide. Retrieved 3 December 2016.[permanent dead link]