ନେରାଟିନିବ

(Neratinibରୁ ଲେଉଟି ଆସିଛି)

ନେରାଟିନିବ (ଇଂରାଜୀ ଭାଷାରେ Neratinib), ନେରଲିନକ୍ସ ଏହାର ବେପାର ନାମ, ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।| [୩] [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅସ୍ତ୍ରୋପଚାର ଏବଂ ଟ୍ରାଷ୍ଟୁଜୁମାବ ବ୍ୟବ‌ହାର ପରେ ଏଚଇଆର୨ ଯୁକ୍ତାତ୍ମକ (HER2) ଏବଂ ହରମୋନ୍-ରିସେପ୍ଟର ଯୁକ୍ତାତ୍ମକ କେସ୍ ପାଇଁ ବ୍ୟବହୃତ ହୁଏ | [୧] ଏହା ପାଟିରେ ଦିଆଯାଏ ।[୪]

ନେରାଟିନିବ
Clinical data
Trade namesNerlynx, Hernix
SynonymsHKI-272
AHFS/Drugs.commonograph
MedlinePlusa617034
data
Pregnancy
category
  • AU: D
  • US: N (Not classified yet)
Routes of
administration
By mouth
Legal status
Legal status
Identifiers
  • (2E)-N-[4-[[3-Chloro-4-[(pyridin-2-yl)methoxy]phenyl]amino]-3-cyano-7-ethoxyquinolin-6-yl]-4-(dimethylamino)but-2-enamide
ECHA InfoCard100.241.512 Edit this at Wikidata
Chemical and physical data
FormulaC30H29ClN6O3
Molar mass୫୫୭.୦୫ g·mol−1
3D model (JSmol)
  • CCOC1=C(C=C2C(=C1)N=CC(=C2NC3=CC(=C(C=C3)OCC4=CC=CC=N4)Cl)C#N)NC(=O)C=CCN(C)C
  • InChI=1S/C30H29ClN6O3/c1-4-39-28-16-25-23(15-26(28)36-29(38)9-7-13-37(2)3)30(20(17-32)18-34-25)35-21-10-11-27(24(31)14-21)40-19-22-8-5-6-12-33-22/h5-12,14-16,18H,4,13,19H2,1-3H3,(H,34,35)(H,36,38)/b9-7+ checkY
  • Key:JWNPDZNEKVCWMY-VQHVLOKHSA-N checkY
  (verify)

ତରଳ ଝାଡ଼ା ପ୍ରାୟ ସମସ୍ତ ଲୋକଙ୍କୁ ପ୍ରଭାବିତ କରିଥାଏ । [୧] ଅନ୍ୟାନ୍ୟ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ପେଟ ଯନ୍ତ୍ରଣା, ରାସ, ପ୍ରଦାହିତ ପାଟି ଏବଂ ମାଂସପେଶୀ ସ୍ପାମ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏଇଆର୨ (HER2), ଏଇଆର୪ (HER4), ଏବଂ ଇଜିଏଫଆର (EGFR) ଇତ୍ୟାଦି ଅବରୋଧ କରିଥାଏ ।[୪]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେରାଟିନିବ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ନିମନ୍ତେ ମାସକୁ ୧୯,୨୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ପାଉଣ୍ଡ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nerlynx EPAR". European Medicines Agency (EMA). Archived from the original on 20 November 2020. Retrieved 13 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. "Nerlynx 40 mg Film-coated Tablets - Summary of Product Characteristics (SmPC)". (emc). Archived from the original on 28 October 2021. Retrieved 13 November 2020.
  3. ୩.୦ ୩.୧ "Nerlynx- neratinib tablet". DailyMed. 6 August 2020. Archived from the original on 18 November 2020. Retrieved 13 November 2020.
  4. ୪.୦ ୪.୧ ୪.୨ ୪.୩ ୪.୪ "Neratinib Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 12 November 2021.
  5. "Nerlynx Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 12 November 2021.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 1035. ISBN 978-0857114105.