ଲୁଲିକୋନାଜୋଲ
(Luliconazoleରୁ ଲେଉଟି ଆସିଛି)
ଲୁଲିକୋନାଜୋଲ, ଲୁଜୁ ତାହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଖେଳୁଆଡ଼ ପାଦ,ଟିନିଆ କ୍ରୁରିସ ସଂକ୍ରମଣ ଏବଂ ରିଙ୍ଗୱର୍ମ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଦେହର ରୋଗ ପ୍ରଭାବିତ ସ୍ଥାନରେ ପ୍ରୟୋଗ କରାଯାଏ ।[୨]
Clinical data | |
---|---|
Trade names | Luzu, Luzarn, Lulicon, others |
AHFS/Drugs.com | monograph |
Routes of administration | Topical |
Legal status | |
Legal status |
|
Pharmacokinetic data | |
Protein binding | >99%[୧] |
Identifiers | |
| |
Chemical and physical data | |
Formula | C14H9Cl2N3S2 |
Molar mass | ୩୫୪.୨୭ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁଏବଂ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ ହୋଇପାରେ ।[୩] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଇମିଡାଜୋଲ ଔଷଧ ପରିବାରର ଏକ ସଦସ୍ୟ ଅଟେ ।[୩]
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୁଲିକୋନାଜୋଲ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୬୦ ଗ୍ରାମ କ୍ରିମ ଟିଉବର ମୂଲ୍ୟ ୪୯୦ ଡଲାର ଥିଲା ।[୪]
ଆଧାର
ସମ୍ପାଦନା- ↑ "LUZU (luliconazole) Cream, 1%. Full Prescribing Information" (PDF). Valeant Pharmaceuticals North America LLC. Archived (PDF) from the original on 4 March 2016. Retrieved 1 October 2015.
- ↑ ୨.୦ ୨.୧ ୨.୨ ୨.୩ "DailyMed - LULICONAZOLE cream". dailymed.nlm.nih.gov. Archived from the original on 11 December 2021. Retrieved 24 November 2021.
- ↑ ୩.୦ ୩.୧ ୩.୨ "Luliconazole Monograph for Professionals". Drugs.com (in ଇଂରାଜୀ). Retrieved 24 November 2021.
- ↑ "Luzu Prices, Coupons & Savings Tips - GoodRx". GoodRx. Archived from the original on 29 September 2016. Retrieved 24 November 2021.