ଆଇ.ବି.ଏମ.

(IBMରୁ ଲେଉଟି ଆସିଛି)

ଆଇବିଏମ ଏକ ସୂଚନା ଓ ପ୍ରଯୁକ୍ତି ଆଧାରିତ କମ୍ପାନି ଅଟେ । ଏହା ମଧ୍ୟ ସବୁଠାରୁ ପୁରୁଣା କମ୍ପାନି । ସାଧାରଣତଃ ଏହା ଏକ ସୁପର କମ୍ପିଉଟିଂ, ମେନଫ୍ରେମ କମ୍ପିଉଟିଂ ହାର୍ଡୱେର ଓ ସଫ୍ଟୱେର କମ୍ପାନି ଅଟେ, ଯାହାରକି ବହୁ ଅନ୍ତଃରାଷ୍ଟ୍ରୀୟ ସରକାର ଓ କମ୍ପାନିମାନେ ଗ୍ରାହକ ଅଟନ୍ତି ।

ଇଣ୍ଟର୍‌ନେସ୍‌ନାଲ୍ ବିଜିନେସ୍ ମେସିନ୍ କର୍ପୋରେସନ୍
(International Business Machines Corporation)
ପ୍ରକାରPublic
NYSEIBM
Dow Jones Industrial Average Component
S&P 500 Component
ISINUS4592001014
ଶିଳ୍ପComputer hardware, Computer software, IT services, IT consulting
ପ୍ରତିଷ୍ଠିତ ସ୍ଥାନEndicott, New York, U.S.
(ଜୁନ 16, 1911 (1911-06-16) (୧୧୩ ବର୍ଷ ପୂର୍ବରୁ))
ପ୍ରତିଷ୍ଠାତାThomas J. Watson
Charles Ranlett Flint
ମୁଖ୍ୟ କାର୍ଯ୍ୟାଳୟ,
U.S.
Area served
Worldwide
ପ୍ରମୁଖ ବ୍ୟକ୍ତି
Ginni Rometty
(Chairman, President, and CEO)
ଉତ୍ପାଦSee IBM products
RevenueDecrease US$ 104.5 billion (2012)[]
Increase US$ 021.90 billion (2012)[]
Increase US$ 017.60 billion (2012)[]
Total assetsIncrease US$ 119.21 billion (2012)[]
Total equityDecrease US$ 018.86 billion (2012)[]
Number of employees
435,000 (December 31, 2012)[]
DivisionsFinancing, Hardware, Services, Software
ୱେବ୍‌ସାଇଟ୍IBM.com
  1. ୧.୦ ୧.୧ ୧.୨ ୧.୩ ୧.୪ "IBM Corporation Financials Statements". United States Securities and Exchange Commission.
  2. "2012 IBM Annual Report" (PDF). IBM.com.

ଅଧିକ ତଥ୍ୟ

ସମ୍ପାଦନା