ଏରିଥ୍ରୋମାଇସିନ
ଏରିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ସଂଖ୍ୟକ ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । [୨] ଶ୍ୱାସନଳୀ ସଂକ୍ରମଣ, ଚର୍ମ ସଂକ୍ରମଣ, କ୍ଲାମିଡିଆ ସଂକ୍ରମଣ ଓ ସିଫିଲିସ ଆଦି ରୋଗ ଚିକିତ୍ସା ନିମନ୍ତେ ଏରିଥ୍ରୋମାଇସିନ ଦିଆଯାଏ । ଗର୍ଭାବସ୍ଥାରେ ଏହା ଭବିଷ୍ୟତ ନବଜାତ ଶିଶୁର ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ଦିଆଯାଏ ।[୨] ପାକସ୍ଥଳୀରୁ ଖାଦ୍ୟ ନିଷ୍କାସନ ବିଳମ୍ବ ହେଉଥିଲେ ଏରିଥ୍ରୋମାଇସିନ ଦିଆଯାଏ । [୩] ଏହା ଶୀରାରେ ଓ ପାଟିବାଟେ ଦିଆଯାଏ । [୨] ନବଜାତ ଶିଶୁର ଆଖି ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ଏରିଥ୍ରୋମାଇସିନ ଥିବା ଏକ ଆଖି-ମଲମ ରୁଟିନ ହିସାବରେ ଦେବାକୁ ସୁପାରିସ କରାଯାଏ । [୪]
Clinical data | |
---|---|
Trade names | Eryc, Erythrocin, others[୨] |
AHFS/Drugs.com | monograph |
MedlinePlus | a682381 |
Pregnancy category | |
Routes of administration | oral, iv, im, topical, eye drops |
ATC code | |
Legal status | |
Legal status | |
Pharmacokinetic data | |
Bioavailability | Depends on the ester type between 30% - 65% |
Protein binding | 90% |
Metabolism | liver (under 5% excreted unchanged) |
Elimination half-life | 1.5 hours |
Excretion | bile |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.003.673 |
Chemical and physical data | |
Formula | C37H67NO13 |
Molar mass | ୭୩୩.୯୪ g·mol−1 |
3D model (JSmol) | |
| |
| |
(verify) |
ଏରିଥ୍ରୋମାଇସିନ ଔଷଧର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ: ପେଟ କ୍ରାମ୍ପ, ବାନ୍ତି ଓ ତରଳ ଝାଡ଼ା । ଗମ୍ଭୀର ପାର୍ଶ୍ୱା ପ୍ରତିକ୍ରିୟା ମଧ୍ୟରେ କ୍ଲସ୍ଟ୍ରିଡିଅନ ଡିଫିସିଲ କୋଲାଇଟିସ, ଯକୃତ ସମସ୍ୟା, ଲମ୍ବା କ୍ୟୁଟି ଓ ଆଲର୍ଜି ଇତ୍ୟାଦି ପ୍ରଧାନ । ପେନିସିଲିନ ଆଲର୍ଜି ଥିବା ଲୋକଙ୍କନମନ୍ତେ ଏହା ବିପଦମୁକ୍ତ ।[୨] ଏରିଥ୍ରୋମାଇସିନ ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ମଧ୍ୟ ଏରିଥ୍ରୋମାଇସିନ ବିପଦମୁକ୍ତ ।[୧][୫] ମାକ୍ରୋଲାଇଡ଼ ପରିବାରର ସଦସ୍ୟ ଏରିଥ୍ରୋମାଇସିନ ଜୀବାଣୁର ପ୍ରୋଟିନ ତିଆରି କମେଇଦିଏ ।[୨]
ସାକାରୋପଲିସ୍ପୋରେ ଏରିଥ୍ରି ଜୀବାଣୁରୁ ଏରିଥ୍ରୋମାଇସିନ ସନ ୧୯୫୨ରେ ପ୍ରଥମେ ପୃଥକ କରାଯାଇଥିଲା ।[୨][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୫] ବଟିକା ପିଛା ହୋଲସେଲ ମୂଲ୍ୟ ୦.୦୩ରୁ ୦.୦୬ ଆମେରିକୀୟ ଡଲାର ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Prescribing medicines in pregnancy database". Australian Government. August 23, 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Erythromycin". The American Society of Health-System Pharmacists. Retrieved Aug 1, 2015.
- ↑ "Clinical guideline: management of gastroparesis". The American Journal of Gastroenterology. 108 (1): 18–37, quiz 38. Jan 2013. doi:10.1038/ajg.2012.373. PMID 23147521.
{{cite journal}}
: Cite uses deprecated parameter|authors=
(help) - ↑ "Treatment and prevention of ophthalmia neonatorum". Canadian Family Physician Médecin De Famille Canadien. 59 (11): 1187–90. Nov 2013. PMID 24235191.
{{cite journal}}
: Cite uses deprecated parameter|authors=
(help) - ↑ ୫.୦ ୫.୧ Hamilton, Richard J. (2013). Tarascon pocket pharmacopoeia (2013 delux lab-coat ed., 14th ed. ed.). [Sudbury, Mass.]: Jones & Bartlett Learning. p. 72. ISBN 9781449673611.
{{cite book}}
:|edition=
has extra text (help); Unknown parameter|name-list-format=
ignored (|name-list-style=
suggested) (help) - ↑ Vedas, J. C. (2000). Biosynthesis : polyketides and vitamins. Berlin [u.a.]: Springer. p. 52. ISBN 9783540669692.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Erythromycin". International Drug Price Indicator Guide. Retrieved 23 August 2015.[permanent dead link]