EME ବା ଦକ୍ଷିଣମୂର୍ତି ମନ୍ଦିର , ଭାରତୀୟ ରାଜ୍ୟ ଗୁଜରାଟର ଭାଦୋଦାରା ସହରରେ ଅବସ୍ଥିତ ଏକ ଶିବ ମନ୍ଦିର । ଏକା ଭାରତୀୟ ସେନା ବାହିନୀଦ୍ୱାରା ନିର୍ମିତ ଓ ପରିଚାଳିତ ଏକ ଅନନ୍ୟ ମନ୍ଦିର । ଏହାକୁ ଭାରତୀୟ ସେନା ବାହିନୀର ବୈଦ୍ୟୁତିକ ଓ କାର୍ମିକ ଇଂଜିନିଯରିଂ ବିଭାଗ ( EME) ଏକକ ନିର୍ମାଣ ଶୈଳୀ ଅନୁସାରେ ନିର୍ମାଣ କରିଥିଲେ । ଏହା ଭକ୍ତ ମାନଙ୍କଦ୍ୱାରା ବହୁଳ ଆଦୃତ ହେବା ସହ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । .[୧]

EME Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନVadodara
CountryIndia
Architecture
TypeModern architecture
Indian Army

ତାପ୍ତର୍ଜ୍ୟ  ସମ୍ପାଦନା

ଏହି ମନ୍ଦିର ଦେଶରେ ଧର୍ମନିରପେକ୍ଷ୍ୟତାର ନିଦର୍ଶନ ସ୍ୱରୂପ ନିର୍ମିତ ହୋଇ ମନ୍ଦିରରେ ଭାରତରେ ଥିବା  ବିଭିନ୍ନ ଧର୍ମର ବିଷୟବସ୍ତୁ ଉଲ୍ଲେଖ ରହିଛି । .[୨]

- ମନ୍ଦିର ଶିଖରରେ ଥିବା ଧାତବ କଳଶ ହିନ୍ଦୁ ଧର୍ମର ପ୍ରତୀକ ଭାବେ ରହିଛି ।  - ମନ୍ଦିର ଉପରସ୍ଥ ସ୍ତୂପ ମୁସଲିମ ଧର୍ମ ପ୍ରତୀକ ଭାବେ ନିର୍ମିତ ।  -ଭଗବାନ ଦକ୍ଷିଣମୂର୍ତିଙ୍କ ଉପରେ ରହିଥିବା ଟାୱାର ଖ୍ରୀଷ୍ଟ ଧର୍ମର ପ୍ରତୀକ ଭାବେ ନିର୍ମିତ ।  - ଟାୱାର ଉପରସ୍ଥ ସ୍ୱର୍ଣ୍ଣ ଛାଉଣି ବୌଦ୍ଧ ଧର୍ମର ପ୍ରତୀକ । -ମୁଖଦ୍ୱାର ଜୈନ ପ୍ରତୀକ ଭାବରେ ଜୈନ ଶୈଳୀରେ ନିର୍ମିତ ।  - ମନ୍ଦିରର ଅଗ୍ନିକୁ ଜୋରାଷ୍ଟ୍ରୀୟ ଧର୍ମ ପ୍ରତୀକ କୁହାଯାଏ । 

ସେବା  ସମ୍ପାଦନା

ମନ୍ଦିର ପ୍ରାତଃ କଳାରେ 5.30ରୁ ଜନତାଙ୍କ ପାଇଁ ଖୋଲା ରହେ । ଏଠାରେ 7 ମରୁ 15 ଶ ଶତାବ୍ଦୀର କଳାକୃତିର ନକଲ ଦେଖିବାକୁ ମିଳେ । ମନ୍ଦିର ଓ ପରିସର ଭାରତୀୟ ସେନା ବାହିନୀଦ୍ୱାରା ଖୁବ ଉତ୍ତମ ଭାବରେ ଦେଖାରେଖାରେ ରହିଛି । [୩]

ଆଧାର  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2014-08-31. Retrieved 2017-01-05. {{cite web}}: Cite has empty unknown parameter: |1= (help)
  2. http://www.historyofvadodara.in/eme-temple/
  3. http://www.mapsofindia.com/vadodra/travel-guide/eme-temple.html