ଡାଇଫେନହାଇଡ୍ରାମିନ
ଡାଇଫେନହାଇଡ୍ରାମିନ (ଇଂରାଜୀ ଭାଷାରେ Diphenhydramine) ଏକ ପ୍ରକାର ଆଣ୍ଟିହିସ୍ଟାମିନ (antihistamine) ଯାହା ଆଲର୍ଜି (allergies) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।[୫] ନିଦ୍ରାହୀନତା, ଶର୍ଦ୍ଦି ଲକ୍ଷଣର ଉପଶମ, ପାର୍କିନସୋନିଜ୍ମର (parkinsonism) କମ୍ପନ, ଓ ଅଇ (nausea) ଇତ୍ୟଦି ଲକ୍ଷଣମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ଦିଆଯାଏ ।[୫] ଏହା ପାଟିରେ ଦିଆଯାଏ, ପେଶୀରେ (injection into a muscle) ଓ ଶିରାଭ୍ୟନ୍ତରରେ (injection into a vein) ମଧ୍ୟ ଇଞ୍ଜେକସନ ଆକାରରେ ଦିଆଯାଏ ।[୫] ଔଷଧ ଦେବାର ୨ ଘଣ୍ଟା ପରେ ଏହାର ସର୍ବାଧିକ ପ୍ରଭାବ ଅନୁଭୁତ ହୁଏ ଓ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ରହେ । [୫]
Clinical data | |
---|---|
Pronunciation | /ˌdaɪfɛnˈhaɪdrəmiːn/ |
Trade names | ବ୍ୟବସାୟିକ ନାମ - ବେନାଡ୍ରିଲ (Benadryl), ୟୁନିସୋମ (Unisom), ସୋମିନେକ୍ସ (Sominex) ଓ ଅନ୍ୟାନ୍ୟ । |
AHFS/Drugs.com | monograph |
MedlinePlus | a682539 |
Pregnancy category | |
Dependence liability | Very low |
Routes of administration | By mouth, IM, IV, topical and rectal |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 40–60%[୨] |
Protein binding | 98–99% |
Metabolism | Various cytochrome P450 liver enzymes: CYP2D6 (80%), 3A4 (10%)[୧] |
Elimination half-life | 7 hours (children)[୩] 12 hours (adults)[୩] 17 hours (elderly)[୩] |
Excretion | 94% through the urine, 6% through feces[୪] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.360 |
Chemical and physical data | |
Formula | C17H21NO |
Molar mass | 255.355 g/mol |
3D model (JSmol) | |
| |
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁତା, ପାକସ୍ଥଳୀ ଗୋଳମାଳ ଓ ଶରୀର ସମନ୍ୱୟ (coordination) ଅଭାବ ଦେଖାଯାଏ ।[୫] ଶିଶୁମାନଙ୍କୁ ଏହା ଦିଆଯାଏ ନାହିଁ ।[୫] ଗର୍ଭାବସ୍ଥାରେ ଦେଲେ ଏହାର କୌଣସି ସ୍ପଷ୍ଟ ସଙ୍କଟ ଦେଖାଯାଇନାହିଁ, କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଏନାହିଁ । [୬] ଏହା ଏକ ପ୍ରଥମ ପିଢ଼ୀର ଏଚ୧ ଆଣ୍ଟିହିସ୍ଟାମିନ (first generation H1-antihistamine) ଓ ହିସ୍ଟାମିନର (histamine) ପ୍ରଭାବକୁ ଅବରୋଧ କରି କାମ କରେ । [୫]
ଜର୍ଜ ରିଭେସଙ୍କଦ୍ୱାରା (George Rieveschl) ଏହା ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୪୬ରେ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯାଇଥିଲା ।[୭][୮] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୫] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୦୧ ଆମେରିକୀୟ ଡଲାର ଥଲା ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୨୫ ଡଲାର ।[୧୦] ଏହାର ଏନେକ ନାମ ମଧ୍ୟରୁ ଏକ ବେନାଡ୍ରିଲ ନାମରେ ଏହା ବିକ୍ରୟ ହୁଏ । [୫]
ଆଧାର
ସମ୍ପାଦନା- ↑ "Showing Diphenhydramine (DB01075)". DrugBank. Retrieved 5 September 2009.
- ↑ Paton DM, Webster DR (1985). "Clinical pharmacokinetics of H1-receptor antagonists (the antihistamines)". Clin. Pharmacokinet. 10 (6): 477–97. doi:10.2165/00003088-198510060-00002. PMID 2866055.
- ↑ ୩.୦ ୩.୧ ୩.୨ Simons KJ, Watson WT, Martin TJ, Chen XY, Simons FE (July 1990). "Diphenhydramine: pharmacokinetics and pharmacodynamics in elderly adults, young adults, and children". J. Clin. Pharmacol. 30 (7): 665–71. doi:10.1002/j.1552-4604.1990.tb01871.x. PMID 2391399.
- ↑ Garnett WR (February 1986). "Diphenhydramine". Am. Pharm. NS26 (2): 35–40. PMID 3962845.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ "Diphenhydramine Hydrochloride". Drugs.com. American Society of Health-System Pharmacists. 6 September 2016. Retrieved 28 September 2016.
- ↑ "Diphenhydramine Pregnancy and Breastfeeding Warnings". Drugs.com. Retrieved 28 September 2016.
- ↑ Dörwald, Florencio Zaragoza (2013). Lead Optimization for Medicinal Chemists: Pharmacokinetic Properties of Functional Groups and Organic Compounds (in ଇଂରାଜୀ). John Wiley & Sons. p. 225. ISBN 9783527645657.
- ↑ "Benadryl". Ohio History Central. Archived from the original on 17 October 2016. Retrieved 28 September 2016.
- ↑ "Diphenhydramine". International Drug Price Indicator Guide. Retrieved 28 September 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 240. ISBN 9781284057560.