ବାଜେଡୋକ୍ସିଫେନ
ଏହା ରୁତୁବନ୍ଦ ପରେ ହେଉଥିବା ଓଷ୍ଟିଓପୋରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।
(Bazedoxifeneରୁ ଲେଉଟି ଆସିଛି)
ବାଜେଡୋକ୍ସିଫେନ, ବେପାର ନାମ, କନବ୍ରିଜା ହେଉଛି ରୁତୁବନ୍ଦ ପରେ ହେଉଥିବା ଓଷ୍ଟିଓପୋରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୨] ଏହା ମେରୁଦଣ୍ଡର ଭାଙ୍ଗିବା ଆଶଙ୍କା ହ୍ରାସ କରିଥାଏ କିନ୍ତୁ ହିପ ଭଙ୍ଗା ନୁହେଁ । [୨] ଏହା ପାଟିରେ ଦିଆଯାଏ । [୨]
Clinical data | |
---|---|
Pronunciation | ba" ze dox' i feen[୧] |
Trade names | Conbriza, Viviant, others |
Synonyms | Bazedoxifene acetate, TSE-424; WAY-140424; WAY-TSE-424 |
AHFS/Drugs.com | monograph |
data | |
Routes of administration | By mouth |
Legal status | |
Legal status |
|
Identifiers | |
| |
ECHA InfoCard | 100.232.728 |
Chemical and physical data | |
Formula | C30H34N2O3 |
Molar mass | ୪୭୦.୬୧ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲସ, ମାଂସପେଶୀ ସ୍ପାଜ୍ମ ଏବଂ ଗୋଡର ଫୁଲା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିପାରେ । [୨] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ।| [୨] ଏହା ଏକ ସିଲେକ୍ଟିଭ ଇଷ୍ଟ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର (SERM) । [୨]
୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବାଜେଡୋକ୍ସିଫେନ୍ ଅନୁମୋଦିତ ହୋଇଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହା ଏକ ମିଶ୍ରଣ ବାଜେଡୋକ୍ସିଫେନ/କଞ୍ଜରଗେଟଡ ଏଷ୍ଟ୍ରୋଜେନ ଆକାରରେ ମିଳେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Selective Estrogen Receptor Modulators". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 8 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Conbriza". Archived from the original on 6 January 2021. Retrieved 8 January 2022.