ଆସାନସୋଲ

(Asansolରୁ ଲେଉଟି ଆସିଛି)

ଆସାନସୋଲ ଏକ ଭାରତୀୟ ପୌର ପରିଷଦ ଅଟେ । ଏହା ପଶ୍ଚିମବଙ୍ଗର ବର୍ଦ୍ଧମନ୍ ଜିଲ୍ଲାରେ ଅବସ୍ଥିତ ।

Asansol
আসানসোল
The City of Mines
Metropolitan City / Urban Agglomeration
Asansol cityscape Clockwise from top: Asansol Railway Station, IISCO Steel Plant, TV Tower, Galaxy Mall, Asansol Engineering College, Asansol Indoor Stadium, Rabindra Bhavan, Eastern Coalfields Limited.
Asansol cityscape Clockwise from top: Asansol Railway Station, IISCO Steel Plant, TV Tower, Galaxy Mall, Asansol Engineering College, Asansol Indoor Stadium, Rabindra Bhavan, Eastern Coalfields Limited.
Nickname: 
The City of Mines

ଭୌଗଳିକ ଅବସ୍ଥିତି

ସମ୍ପାଦନା

ଆସାନସୋଲ ୨୩.୬୮୩୩ ଉତ୍ତର ଅକ୍ଷାଂଶ ଓ ୮୬.୯୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୧୮ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆସାନସୋଲ ସହରର ମୋଟ ଜନସଂଖ୍ୟା ୪୮୬୩୦୪ ଅଟେ ।[] ସେଥି ମଧ୍ୟରୁ ୫୨.୭୬% ଜଣ ପରୁଷ ହୋଇଥିବା ବେଳେ ୪୭.୨୪% ଜଣ ନାରୀ ଅଟନ୍ତି । ଆସାନସୋଲର ସାକ୍ଷରତା ହାର ୭୨.୫୭% ଅଟେ । ଏହା ଜାତୀୟ ହାରଠାରୁ ୭.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୮% ପ୍ରତିଶତ ପୁରୁଷ ଓ ୩୧.୧୦% ନାରୀ ଅଟନ୍ତି । ୧୦.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ବଙ୍ଗାଳୀ ଆସାନସୋଲର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା