ଆର୍ଟେସୁନେଟ
ଆର୍ଟେସୁନେଟ (ଇଂରାଜୀ ଭାଷାରେ Artesunate ବା AS) ଗୋଟିଏ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ ।[୩][୪] ସାଂଘାତିକ ମ୍ୟଲେରିଆ ହେଲେ କୁଇନିଡିନ ଅପେକ୍ଷା ଏହି ଔଷଧକୁ ଶିରାରେ ଦେବାକୁ ଅଧିକ ପସନ୍ଦ କରାଯାଏ ।[୩] ଏହା ଯୁଗ୍ମ ଥେରାପି (combination therapy) ଭାବରେ ବ୍ୟବହାର କରାଯାଏ । ମ୍ୟାଲେରିଆ ପ୍ରତିଷେଧକ ଭାବରେ ଏହା ଦିଆଯାଏ ନାହିଁ ।[୪] ଆର୍ଟେସୁନେଟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein), ମାଂସପେଶୀ ଇଞ୍ଜେକସନ (injection into a vein) ବା ପାଟିରେ ଦିଆଯାଏ ।[୪][୫]
Clinical data | |
---|---|
Pronunciation | ahr-tez′ŭ-nāt[୨] |
Trade names | ବ୍ୟବସାୟୀକ ନାମ - ମେନି/many[୧] |
AHFS/Drugs.com | International Drug Names |
Routes of administration | ପାଟିରେ, ଶିରାଭ୍ୟନ୍ତରରେ ଓ ମାଂସପେଶୀରେ |
ATC code | |
Legal status | |
Legal status |
|
Identifiers | |
CAS Number | |
PubChem CID | |
ChemSpider | |
UNII | |
ChEMBL | |
NIAID ChemDB | |
ECHA InfoCard | 100.106.898 |
Chemical and physical data | |
Formula | C19H28O8 |
Molar mass | 384.421 g/mol |
3D model (JSmol) | |
| |
| |
(what is this?) (verify) |
ଆର୍ଟେସୁନେଟ ସାଧାରଣତଃ ଦେହରେ ଉତ୍ତମ ଭାବରେ ସହ୍ୟ କରିହୁଏ ।[୫] ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍ପିଣ୍ଡ ଗତି ଧୀର ହୋଇପାରେ, ଆଲର୍ଜି, ମୁଣ୍ଡବୁଲା ଓ ଶ୍ୱେତ ରକ୍ତ କଣିକା କମ (low white blood cell levels) ହୁଏ ।[୪] During ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ଯଦିଓ ପଶୁ ପରୀକ୍ଷାରେ ଶିଶୁକୁ କ୍ଷତି କରିବା ଦେଖାଯାଇଛି ।[୬] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୭] ଏହା ଆର୍ଟେମିସିନିନ (artemisinin) ଶ୍ରେଣୀର ଔଷଧ ।[୩]
ଆର୍ଟେସୁନେଟର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୩.୦୯ରୁ ୨.୫୭ ଆମେରିକୀୟ ଡଲାର ।[୯] ବ୍ୟବସାୟୀକ ସୂତ୍ରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନରେ (Centers for Disease Control) ମିଳେ । ଏହା ପ୍ରଥମେ ସୁଇଟ ୱର୍ମଉଡ (sweet wormwood) ଗଛରୁ ତିଆରି କରାଯାଉଥିଲା ।[୩]
ଆଧାର
ସମ୍ପାଦନା- ↑ "Artesunate - Drugs.com". www.drugs.com. Retrieved 7 December 2016.
- ↑ "Artesunate definition | Drugs.com". www.drugs.com. Retrieved 7 December 2016.
- ↑ ୩.୦ ୩.୧ ୩.୨ ୩.୩ Prevention, CDC - Centers for Disease Control and. "CDC - Malaria - Diagnosis & Treatment (United States) - Treatment (U.S.) - Artesunate". www.cdc.gov. Retrieved 2016-10-28.
- ↑ ୪.୦ ୪.୧ ୪.୨ ୪.୩ "Artesunate" (PDF). World Health Organization. March 2013. Retrieved 7 December 2016.
- ↑ ୫.୦ ୫.୧ Rosenthal, Philip J. (24 April 2008). "Artesunate for the Treatment of Severe Falciparum Malaria". New England Journal of Medicine. 358 (17): 1829–1836. doi:10.1056/NEJMct0709050.
- ↑ Kovacs, SD; Rijken, MJ; Stergachis, A (February 2015). "Treating severe malaria in pregnancy: a review of the evidence". Drug safety. 38 (2): 165–81. doi:10.1007/s40264-014-0261-9. PMC 4328128. PMID 25556421.
- ↑ "Artesunate use while Breastfeeding | Drugs.com". www.drugs.com. Retrieved 7 December 2016.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Artesunate". International Drug Price Indicator Guide. Retrieved 1 January 2016.[permanent dead link]