ଆନ୍ଥୋଡନ୍‌ (ସରୀସୃପ)

(Anthodon (reptile)ରୁ ଲେଉଟି ଆସିଛି)

ଆନ୍ଥୋଡନ୍‌ (ସରୀସୃପ) (English: Anthodon;ମାନେ "ଫୁଲର ଦାନ୍ତ/ flower tooth") ପାରେଇଆସର ସରୀସୃପର ଏକ ବିଲୁପ୍ତ ପ୍ରଜାତି ଅଟେ । ଏହା ପର୍ମିଅନ୍ ଯୁଗରେ ଦକ୍ଷିଣ ଆଫ୍ରିକାତାଞ୍ଜାନିଆରେ ଦେଖାଯାଉଥିଲା ।

ଆନ୍ଥୋଡନ୍‌
ଜୀବାଶ୍ମ କାଳ: Changhsingian, 254–252 Ma
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Reptilia
ଗଣ: Procolophonomorpha
କୁଳ: Pareiasauridae
ଅଶ୍ରେଣୀକୃତ: Pumiliopareiasauria
ପ୍ରଜାତି: Anthodon
Owen, 1876
Type species
Anthodon serrarius
Owen, 1876
Species
  • A. minisculus? Haughton, 1932
  • A. serrarius Owen, 1876
Synonyms
  • Pareiasaurus parvus Haughton, 1913
  • Propappus parvus Haughton, 1913

ଗଠନ ସମ୍ପାଦନା

ଆନ୍ଥୋଡନ୍‌ର ୩୦ ସେମି ଲମ୍ବର ଏକ ଛୋଟ ଓ ହାଲୁକା ଖପୁରି ରହିଥାଏ । ଏହାର କଇଁଛ ଭଳି ଖୋଳପା ଥିଲା । ୧.୨ରୁ ୧.୫ ପର୍ଯ୍ୟନ୍ତ ଲମ୍ବା ଓ ୮୦ରୁ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହେଇପାରୁଥିଲା ।[୧]

ଇତିହାସ ସମ୍ପାଦନା

ରିଚାର୍ଡ ଓଏନ୍, ଯିଏ କି ଆନ୍ଥୋଡନ୍‌ର ବର୍ଣ୍ଣନା କରିଥିଲେ, ଏହାକୁ ଏକ ଡାଇନୋସର ବୋଲି ଧରିନେଇଥିଲେ । ୧୯୧୨ରେ ରୋବର୍ଟ ବ୍ରୁମ ଏହାକୁ ଡାଇନୋସରଠାରୁ ଅଲଗା କରିଥିଲେ ଏବଂ ୧୯୨୯ରେ ଫ୍ରାଞ୍ଜ ନୋପ୍‌ସା ଏହାର ଷ୍ଟେଗୋସୌରିଡ୍ ପାରନ୍ଥୋଡନ୍ ଭାବେ ପୁନଃନାମକରଣ କରିଥିଲେ ।[୨]

ଶ୍ରେଣୀ ବିଭାଗ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Kazlev, M. Alan (2005-07-05). "Pareiasauridae". Kheper. Archived from the original on 2007-03-13. Retrieved 2007-10-09.
  2. Creisler, Ben (2003-07-07). "Dinosauria Translation and Pronunciation Guide P". DOL Dinosaur Omnipedia. Dinosauria On-Line. Archived from the original on 2007-09-28. Retrieved 2007-10-09.

ଆହୁରି ପଢନ୍ତୁ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା