ଆଦିପୋମାସିଆ

(Adipomastiaରୁ ଲେଉଟି ଆସିଛି)

ଆଦିପୋମାସିଆ କିମ୍ବା ଲିପୋମାସିଆ କୁ ମୋଟା ସ୍ତନ ମଧ୍ୟ କୁହାଯାଇଥାଏ । [୧]  ଏହି ପ୍ରକାର ଅବସ୍ଥାରେ ସ୍ତନରେ ଗ୍ଳାଣ୍ଡୁଲାର ତନ୍ତୁ ଜାଗାରେ ବହୁ ମାତ୍ରାରେ ଚର୍ମ ଏବଂ ଏଡ଼ିପୋଜ ତନ୍ତୁ ଜମା ହୋଇଯାଇଥାଏ ।[୨][୩] ଏହା ମୁଖ୍ୟତଃ ମେଦବହୁଳ ପୁରୁଷମାନଙ୍କଠାରେ ଦେଖାଯାଇଥାଏ । ଯେତେବେଳେ ବହୁମାତ୍ରାରେ ଜଣେ ମେଦବହୁଳ ବ୍ୟକ୍ତି ଓଜନ ହ୍ରାସ କରନ୍ତି ସେତେବେଳେ ଏହି ଅବସ୍ଥା ସ୍ପଷ୍ଟ ଭାବରେ ଦେଖାଯାଇଥାଏ ।.[୪][୫]

Adipomastia
ପ୍ରାୟତଃ କମୋରବିଡ ଗାଇନେକୋମାସିଆ ଏବଂ ଶିଉଡୋଗାଇନେକୋମାସିଆ ହୋଇଥିବା ଏକ ପୁରୁଷ 
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPlastic surgery

ଏହାର ପାଖାପାଖି ଅନ୍ୟ ଏକ ସିଣ୍ଡ୍ରୋମ ହେଲା ଶିଉଡୋଗାଇନେକୋମାସିଆ ।.[୬]  ଏହା ଅଲଗା ଅଟେ ଏବଂ ଗାଇନେକୋମାସିଆ (ମହିଳାଙ୍କର ସ୍ତନ)ଠାରୁ ସ୍ପଷ୍ଟ ଭାବରେ ଅଲଗା ଦେଖାଯାଇଥାଏ । ଯେଉଁଥିରେ ଏକଦମ ସତ୍ୟ ଗ୍ଳାଣ୍ଡୁଲାର ତନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ହୋଇଥାଏ ।[୬] ଏହି ଦୁଇ ଅବସ୍ଥାକୁ ଅତି ସହଜରେ ଗ୍ଳାଣ୍ଡୁଲାର ତନ୍ତୁ ଅଛି କି ନାହିଁ ନିରୀକ୍ଷଣ କରି ଜାଣି ହୁଏ ।[୫][୭] ଅନ୍ୟ ଏକ ପାର୍ଥକ୍ୟ ହେଲା ସ୍ତନ ପୀଡ଼ା ଶିଉଡୋଗାଇନେକୋମାସିଆରେ ହୋଇନଥାଏ । [୪] ବେଳେବେଳେ ଉଭୟ ଅବସ୍ଥା ଏକ ସାଙ୍ଗରେ ମଧ୍ୟ ହୋଇପାରେ ; ଫ୍ୟାଟ ତନ୍ତୁଗୁଡ଼ିକ ଆରୋମାଟେଜ ଏଞ୍ଜାଇମ ପ୍ରସ୍ତୁତ କରନ୍ତି, ଏହି ଏଞ୍ଜାଇମ ଇଷ୍ଟ୍ରୋଜେନ ପ୍ରସ୍ତୁତ କରିଥାଏ । ଏହି ଇଷ୍ଟ୍ରୋଜେନ ଯୋଗୁଁ ଏହି ଭଳି ଅବସ୍ଥା ହୋଇଥାଏ । [୪][୮]

ଆଧାର ସମ୍ପାଦନା

  1. Clinical Assistant Professor Brown University Providence Rhode Island Attending Physician Hallette Center for Diabetes Providence Rhode Island Marc J Laufgraben; Marc J. Laufgraben; Geetha Gopalakrishnan (3 June 2013). Tarascon Adult Endocrinology Pocketbook. Jones & Bartlett Publishers. pp. 205–. ISBN 978-1-4496-4857-2.
  2. Mark Dennis; William Talbot Bowen; Lucy Cho (31 August 2016). Mechanisms of Clinical Signs - EPub3. Elsevier Health Sciences. pp. 599–. ISBN 978-0-7295-8561-3.
  3. William T. O'Donohue; Lorraine T. Benuto; Lauren Woodward Tolle (8 July 2014). Handbook of Adolescent Health Psychology. Springer Science & Business Media. pp. 246–. ISBN 978-1-4614-6633-8.
  4. ୪.୦ ୪.୧ ୪.୨ Z. Hochberg (1 January 2007). Practical Algorithms in Pediatric Endocrinology. Karger Medical and Scientific Publishers. pp. 21–. ISBN 978-3-8055-8220-9.
  5. ୫.୦ ୫.୧ Seth Thaller; Mimis Cohen (28 February 2013). Cosmetic Surgery After Massive Weight Loss. JP Medical Ltd. pp. 133–. ISBN 978-1-907816-28-4.
  6. ୬.୦ ୬.୧ Nihal Thomas (30 April 2016). Clinical Atlas in Endocrinology & Diabetes: A Case-Based Compendium. JP Medical Ltd. pp. 387–. ISBN 978-93-5152-857-9.
  7. Eberhard Nieschlag; Hermann Behre (29 June 2013). Andrology: Male Reproductive Health and Dysfunction. Springer Science & Business Media. pp. 232–. ISBN 978-3-662-04491-9.
  8. Michael Steven Kappy; David B. Allen (M.D.); Mitchell E. Geffner (2005). Principles and Practice of Pediatric Endocrinology. Charles C Thomas Publisher. pp. 261–. ISBN 978-0-398-07554-5.