ୱୋରଲି ଦୁର୍ଗ
This article's tone or style may not reflect the encyclopedic tone used on Wikipedia. (May 2011) |
ଛାଞ୍ଚ:Infobox military structure
ୱୋରଲି ଦୁର୍ଗ ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହର ଉପକଣ୍ଠରେ ଥିବା ୱୋରଲିଠାରେ ଥିବା ଏକ ପ୍ରାଚୀନ ଦୁର୍ଗ । [୧] ଏହି ଦୁର୍ଗକୁ ପଟୁଗୀଜମାନେ ନିର୍ମାଣ କରିଥିଲେ ବୋଲି ଭୁଲ ଧାରଣା ଏକ ସମୟରେ ଥିଲା । କିନ୍ତୁ ଏହାକୁ ବ୍ରିଟିଶମାନେ 1675 ମସିହାରେ ନିର୍ମାଣ କରିଥିଲେ । ୱୋରଲିଠାରେ ଥିବା ପାହାଡ ଉପରେ ଏହି ଦୁର୍ଗକୁ ଶତ୍ରୁ ମାନଙ୍କ ଜଳଜହାଜ ଓ ଜଳ ଦସ୍ୟୁଙ୍କ ଉପରେ ନଜର ରଖିବାକୁ ନିର୍ମିତ ହେଇଥିଲା ।
ପୁନଶ୍ଚ ଦେଖଣା
ସମ୍ପାଦନାଆଧାର
ସମ୍ପାଦନା- ↑ Murray, John (1859). A handbook for India. Part ii. Bombay. Original from Oxford University. p. 272.
{{cite book}}
: CS1 maint: location missing publisher (link)
ବାହାର ଲିଙ୍କ
ସମ୍ପାଦନା- Worli Fort Satellite image in Google Maps
- Worli Fort on YouTube