ୱୋରଲି ଦୁର୍ଗ
ଛାଞ୍ଚ:Tone ଛାଞ୍ଚ:Infobox military structure
ୱୋରଲି ଦୁର୍ଗ ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହର ଉପକଣ୍ଠରେ ଥିବା ୱୋରଲିଠାରେ ଥିବା ଏକ ପ୍ରାଚୀନ ଦୁର୍ଗ । [୧] ଏହି ଦୁର୍ଗକୁ ପଟୁଗୀଜ ମାନେ ନିର୍ମାଣ କରିଥିଲେ ବୋଲି ଭୁଲ ଧାରଣା ଏକ ସମୟରେ ଥିଲା । କିନ୍ତୁ ଏହାକୁ ବ୍ରିଟିଶ ମାନେ 1675 ମସିହାରେ ନିର୍ମାଣ କରିଥିଲେ । ୱୋରଲିଠାରେ ଥିବା ପାହାଡ ଉପରେ ଏହି ଦୁର୍ଗକୁ ଶତ୍ରୁ ମାନଙ୍କ ଜଳଜହାଜ ଓ ଜଳ ଦସ୍ୟୁଙ୍କ ଉପରେ ନଜର ରଖିବାକୁ ନିର୍ମିତ ହେଇଥିଲା ।
ପୁନଶ୍ଚ ଦେଖଣା ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ Murray, John (1859). A handbook for India. Part ii. Bombay. Original from Oxford University. p. 272.
ବାହ୍ୟ ସଂଯୋଗ ସମ୍ପାଦନ କରନ୍ତୁ
- Worli Fort Satellite image in Google Maps
- Worli Fort on YouTube