ୱିକି ଆର୍ଟ [୧][୨] (ପୂର୍ବତନ ୱିକି ପେନ୍ଟିଂ ) ଏକ ଅନ ଲାଇନ ବ୍ୟବାହାରକାରୀଙ୍କଦ୍ୱାରା ସମ୍ପାଦିତ ହେଇପାରୁଥିବା ଦ୍ରଷ୍ଟବ୍ୟ ଆର୍ଟ ଜ୍ଞାନକୋଷ । ଏହାର 2013 ମସିହାର ବିତ୍ତୀୟ ରିପୋର୍ଟ [୩]ଅନୁସାରେ ଏହି ସାଇଟ 2013 ରୁ[୪] ଅନ ଲାଇନ ରହିଛି । ସେଥିରେ ଜୁନ 2012 ସୁଦ୍ଧା[୫] 75,000 ପେଣ୍ଟିଂ ରହିଥିବାର ପ୍ରକାଶ । 2013 ଫେବ୍ରୁୟାରୀ ସୁଦ୍ଧା ଏହି ସାଇଟର କାର୍ଯ୍ୟକାରିତା ଆହୁରି ଗଠନମୂଳକ ସ୍ତରରେ ଥିଲା ।   ଏହି ସାଇଟର ଉନ୍ନୟନକାରୀମାନେ ଉକ୍ରେନରେ ଅବସ୍ଥିତ । .[୬]

ଆଧାର  ସମ୍ପାଦନା

  1. WikiPaintings: A Fantastic New Artist Resource
  2. At Last: The World's Best Paintings, On Your Computer Screen (Oprah Winfrey Life Lift)
  3. "ଆର୍କାଇଭ୍ କପି". Archived from the original on 2014-01-16. Retrieved 2016-11-15. {{cite web}}: Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2014-01-16. Retrieved 2016-11-15. {{cite web}}: Cite has empty unknown parameter: |1= (help)
  5. WikiPaintings blog entry: We've reached the point of 75000 paintings Archived 2015-01-19 at the Wayback Machine.
  6. WikiPaintings blog: Financial Report 2012 Q1 Archived 2013-02-15 at the Wayback Machine. ("...our country (Ukraine) doesn’t support.

ବାହାର ଲିଙ୍କ  ସମ୍ପାଦନା