ୱାର୍ଦ୍ଧା ,ବା ବହଧା ,[୧] ମରାଠୀ: वर्धा ତେଲୁଗୁ: వార్ధా నది)ଭାରତର ଭ୍ଦର୍ଭ ଅଞ୍ଚଳର ଏକ ବୃହତ ନଦୀ । ୱାର୍ଦ୍ଧା ନଦୀ ଚମୋରାଶିର ଦକ୍ଷିଣକୁ ୱାଇନଗଙ୍ଗା ନଦୀ ସହ ମିଳିତ ହୁଏ ଏବଂ ପ୍ରାଣହିତ ନଦୀ ସୃଷ୍ଟି କରି ତେଲେଙ୍ଗନ ରାଜ୍ୟର ଆଦିଲାବାଦ ଜିଲ୍ଲାକୁ ପ୍ରବାହିତ ହୁଏ । [୨]

Wardha
Wardha river at Pulgaon
CountryIndia
Basin
Main sourceMultai
River mouthPranahita
ProgressionMadhya Pradesh, Maharashtra, Telangana
Physical characteristics
Length528 km (328 mi)
Features
Tributaries

ଉପତ୍ତି  ସମ୍ପାଦନା

777 ମିଟର ଉତ୍ଚ ସାତପୁରା ରେଞ୍ଜ ପର୍ବତମାଳାର ଖଇରବନୀ ଗରମ ନିକଟରେ ଥିବା ମୁଲଟାଇ ଅଞ୍ଚଳରୁ ଉପନ୍ନ ହେଇଥାଏ । 

ଗତିପଥ  ସମ୍ପାଦନା

ଉପତ୍ତି ସ୍ଥଳରୁ ମଧ୍ୟପ୍ରଦେଶରେ 32 କିଲୋମିଟର ପ୍ରବାହିତ ହେଲା ପରେ ଏହା ମହାରାଷ୍ଟ୍ରକୁ ପ୍ରବେଶ କରି ସେଠାରେ 528 କିଲୋମିଟର ଯିବା ପରେ ଏହା ୱାଇନଗଙ୍ଗା ନଦୀରେ ମିଳିତ ହେଇ ପ୍ରାଣହିତ ନଦୀ ଭାବରେ ବହି ଯାଏ ଓ ଗୋଦାବରୀ ସହ ମିଳିତ ହୁଏ । 

ଶାଖା ନଦୀ ସମୂହ  ସମ୍ପାଦନା

ଏହାର ମୁଖ୍ୟ ଶାଖା ନଦୀମାନେ ମଦୁ , ବେମବ୍ଲା , ପେନଗଙ୍ଗା ଆଦି 

ବନ୍ଧ  ସମ୍ପାଦନା

ୱାର୍ଦ୍ଧା ନଦୀରେ ବିଶାଳ ୱାର୍ଧା ବନ୍ଧ ମୋରଶୀ ନାମକ ସ୍ଥାନରେ ନିର୍ମିତ । ଏହାକୁ ଅମରାବତି ସହର ତଥା ମୋରଶୀ , ବାଲୁଡ ତହସିଲର ଜୀବନଧାରା କୁହାଯାଇଥାଏ । ଏହି ସ୍ଥାନରେ ବିପୁଳ ପରିମାଣରେ ଅରେଞ୍ଜ ଚାଷ ହେଇଥାଏ । [୩] ୱାର୍ଦ୍ଧାର ଶାଖା ନଦୀ ବେମ୍ବାଲା ନଦୀରେ ମଧ୍ୟ ଏକ ବନ୍ଧ ନିର୍ମିତ ହଉଛି । 

ଟୀକା  ସମ୍ପାଦନା

  1. ଛାଞ୍ଚ:GEOnet2, United States National Geospatial-Intelligence Agency
  2. Topographic map "Sirpur, India, NE-44-02, 1:250,000" Series U502, US Army Map Service, July 1963
  3. "ଆର୍କାଇଭ୍ କପି". Archived from the original on 2010-05-22. Retrieved 2016-12-05. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ  ସମ୍ପାଦନା