୨ ଚକ୍ଲେଟ୍
୨୦୨୧ ଓଡ଼ିଆ କଥାଚିତ୍ର
୨ ଚକ୍ଲେଟ୍, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା ।[୧] ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
୨ ଚକ୍ଲେଟ୍ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସୁଶାନ୍ତ ମଣି |
ସଙ୍ଗୀତ | ଲୋହିତାକ୍ଷ ପଟ୍ଟନାୟକ ସ୍ୱପ୍ନା ପ୍ରିୟଦର୍ଶିନୀ ନୀତୁ ସିଂହ ଚିତ୍ତରଞ୍ଜନ ତ୍ରିପାଠୀ |
ଚିତ୍ରଗ୍ରହଣ | ସୁଭ୍ରାଂଶୁ ଦାସ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୫ ନଭେମ୍ବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋହିତାକ୍ଷ ପଟ୍ଟନାୟକ ଓ ସ୍ୱପ୍ନା ପ୍ରିୟଦର୍ଶିନୀ । ନିତୁ ସିଂହ, ଚିତ୍ତରଞ୍ଜନ ତ୍ରିପାଠୀ, ଲିଙ୍କନ ପଟ୍ଟନାୟକ, ରଶ୍ମି, କୁହୁ, ରାହୁଲ, ବିନୟ ଦେ, ଦିଲ୍ଲୀପ ଚୌଧୁରୀ, ଗିତିମୟ ନନ୍ଦ, ଇଶା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଏହି କଥାଚିତ୍ରଟିର ୨୦୨୧ ମସିହାର ନଭେମ୍ବର ୫ ତାରିଖରେ ଓଡ଼ିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
ସମ୍ପାଦନା- ଲୋହିତାକ୍ଷ ପଟ୍ଟନାୟକ - ରାଜା
- ସ୍ୱପ୍ନା ପ୍ରିୟଦର୍ଶିନୀ - ଆହାନା
- ନୀତୁ ସିଂହ
- ଚିତ୍ତରଞ୍ଜନ ତ୍ରିପାଠୀ
- ଲିଙ୍କନ ପଟ୍ଟନାୟକ
- ରଶ୍ମି
- କୁହୁ
- ରାହୁଲ
- ବିନୟ ଦେ
- ଦିଲ୍ଲୀପ ଚୌଧୁରୀ
- ଗିତିମୟ ନନ୍ଦ
- ଇଶା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ""2 CHOCOLATE"- World digital Premiere on KANCCHA LANNKA". Orissa Diary (in English). Bhubaneswar. 6 November 2021. Archived from the original on 17 November 2021. Retrieved 17 November 2021.
{{cite news}}
: CS1 maint: unrecognized language (link) - ↑ "Watch Odia Movie '2 Chocolate' Premier On OTT Platform Kanccha Lannka". Odisha Bytes (in English). Bhubaneswar. 6 November 2021. Archived from the original on 17 November 2021. Retrieved 17 November 2021.
{{cite news}}
: CS1 maint: unrecognized language (link) - ↑ "OTT ପ୍ଲାଟଫର୍ମ Kancchalannkaରେ ଓଡ଼ିଆ ଚଳଚ୍ଚିତ୍ର " ଚକୋଲେଟ୍"ର ପ୍ରିମିୟର ।". Ama Tv. 5 November 2021. Archived from the original on 17 November 2021. Retrieved 17 November 2021.
- ↑ "ଓଡ଼ିଆ ଚଳଚ୍ଚିତ୍ର '୨ ଚକୋଲେଟ୍' | Sambad". ସମ୍ବାଦ. sambad.in. 10 November 2021. Retrieved 17 November 2021.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ୨ ଚକ୍ଲେଟ୍