ୟୁକି ଭାମ୍ବ୍ରି
ଭାରତୀୟ ଟେନିସ ଖେଳାଳି
ଭାରତୀୟ ଯୁବ ଟେନିସ ଖେଳାଳିଙ୍କ ମଧ୍ୟରେ ୟୁକି ଭାମ୍ବ୍ରିଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ପ୍ରଥମ ଭାରତୀୟ ଜୁନିଅର ଖେଳାଳି ଭାବେ ୪ଟି ଯାକ ଗ୍ରାଣ୍ଡସ୍ଲାମ ଖେଳିବାର ସୈଭାଗ୍ୟ ଲାଭ କରିଛନ୍ତି l ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଜୁନିଅର ଅଷ୍ଟ୍ରେଲିଆନ୍ ଓପନ ଜିଣି ଥିଲେ l ୟୁକି କ୍ୟାରିଅରର ଆଉ ଏକ ସଫଳତା ସ୍ୱରୂପ ଦ୍ୱିତୀୟ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏଟିପି ମାନ୍ୟତରେ ୫୦୦ ଟପିଛନ୍ତି l
ଦେଶ | ଭାରତ |
---|---|
ବାସସ୍ଥାନ | New Delhi, ଭାରତ |
ଜନ୍ମ | ନୂଆ ଦିଲ୍ଲୀ, ଭାରତ | ୪ ଜୁଲାଇ ୧୯୯୨
ଉଚ୍ଚତା | ୧.୮୩ m (୬ ft 0 in) |
ଓଜନ | 65 kg (143 lb; 10.2 st) |
ପେଷା ଆରମ୍ଭ | 16 |
ଖେଳ | Right-handed (two-handed backhand) |
ପୁରସ୍କାର ରାଶି | $76,320 |
ଏକକ | |
ପେଷାଗତ ରେକର୍ଡ଼ | 3-4 |
ପେଷା ଟାଇଟଲ | 0 |
ସର୍ବୋଚ୍ଚ ରାଙ୍କିଙ୍ଗ | No. 218 (21 May 2012)[୧] |
ଏବେର ରାଙ୍କିଙ୍ଗ | No. 218 (21 May 2012) |
Grand Slam Singles results | |
Australian Open Junior | W (2009) |
ଯୋଡ଼ି | |
ପେଷାଗତ ରେକର୍ଡ଼୍ | 1-2 |
ସର୍ବୋଚ୍ଚ ରାଙ୍କିଙ୍ଗ | No. 439 (27 September 2010) |
ଏବେକାର ରାଙ୍କିଙ୍ଗ | No. 605 |
Last updated on: 13 February 2012. |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- Yuki in Action
- CNN Interview Archived 2012-09-29 at the Wayback Machine.
- Indian tennis has a new hero: Yuki Bhambri
- Orange Bowl Final 1
- Orange Bowl Final 2
- Bhambri Prevents U.S. Sweep
- Yuki Bhambri Wins Orange Bowl Archived 2009-01-29 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |