ହୁରାସାଗର ନଦୀ
ବାଂଲାଦେଶୀ ନଦୀ
ହୁରାସାଗର ନଦୀ ବାଂଲାଦେଶର ଏକ ମୁଖ୍ୟ ନଦୀ । ଏହା ପୂର୍ବରୁ ଭାରତରୁ ଯାଇଥିବା ଗଙ୍ଗା ନଦୀ ସହ ମିଳିତ ହୋଇଥିଲା । ପରେ ଗତିପଥ ପରିବର୍ତ୍ତନ କରି ଯମୁନା ସହ ମିଳିତ ହୋଇଛି । ଏହା କୋରତୋୟା ଓ ବେଙ୍ଗଲୀ ନଦୀ ମିଳିତ ହେଇ ସୃଷ୍ଟି ହେଉଥିବା ବରାଳ ନଦୀରୁ ଜଳ ଗ୍ରହଣ କରିଥାଏ ।[୧]
କୁତ୍ରିମ ଭାବରେ ଏହି ନଦୀକୁ ଇଚ୍ଛାମତି ନଦୀ କେନାଲଦ୍ୱାରା ସହ ଯୋଡ଼ା ଯାଇଛି । [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ Masud Hasan Chowdhury (2012), "Hurasagar River", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
ବାହାର ଲିଙ୍କ
ସମ୍ପାଦନା- Md. Shariful Alam (2012), "Pabna District", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh