ହୀନା ଗ୍ୟାଭିଟ୍
ଭାରତୀୟ ରାଜନୀତିଜ୍ଞ
ଡଃ ହୀନା ଗ୍ୟାଭିଟ୍ ମହାରାଷ୍ଟ୍ରର ଜଣେ ଭାରତୀୟ ଜନତା ଦଳର ରାଜନୀତିଜ୍ଞ । ସେ ୧୬ତମ ଲୋକ ସଭାରେ ନନ୍ଦରବାର ଲୋକ ସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିଲେ ।
ହୀନା ବିଜୟକୁମାର ଗ୍ୟାଭିଟ୍ | |
---|---|
हीना गावित | |
ଲୋକ ସଭା | |
Assumed office ମଇ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ | |
ପୂର୍ବ ଅଧିକାରୀ | ମାଣିକରାଓ ହୋଦଲ୍ୟା ଗ୍ୟାଭିଟ୍ |
ନିର୍ବାଚନ ମଣ୍ଡଳୀ | ନାନ୍ଦରବାର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନାନ୍ଦରବାର | ୨୮ ଜୁନ ୧୯୮୭
ଜାତୀୟତା | Indian |
ରାଜନୀତିକ ଦଳ | ଭାରତୀୟ ଜନତା ଦଳ |
ଘର | ଖୋଦାଇ ମାତା ରୋଡ, ନାନ୍ଦରବାର ମହାରାଷ୍ଟ୍ର |
ଶିକ୍ଷାନୁଷ୍ଠାନ | ଏମ୍।.ବି.ବି.ଏସ୍ ଏମ୍.ଡି. ଜେନେରାଲ୍ ମେଡ଼ିସିନ୍ |
ପେଷା | ଡାକ୍ତର, ରାଜନୀତିଜ୍ଞ |
୨୮ ଫେବୃଆରୀ, ୨୦୧୫ ସୁଦ୍ଧା |
ପେଶାଗତ ଜୀବନ
ସମ୍ପାଦନାଡଃ ବିଜୟକୁମାର ଗ୍ୟାଭିଟ୍ଙ୍କ ଝିଅ ଡଃ ହୀନା ଗ୍ୟାଭିଟ୍, ଭାରତୀୟ ଜନତା ଦଳର ବର୍ତ୍ତମାନ ଓ ଜାତୀୟ କଂଗ୍ରେସ୍ ଦଳର ପୁର୍ବତ୍ତନ ରାଜନୀତିଜ୍ଞ । ପେଶାରେ ସେ ଜଣେ ଡ଼ାକ୍ତର ।[୧]
ରାଜନୈତିକ ଜୀବନ
ସମ୍ପାଦନା୨୦୧୪ ଲୋକ ସଭା ନିର୍ବାଚନରେ ସେ ନଅ ଥର ଏମ୍ପି ଥିବା ମାଣିକରାଓ ହୋଦଲ୍ୟା ଗ୍ୟାଭିଟ୍ଙ୍କୁ ପରାସ୍ତ କରିଥିଲେ । ମାଣିକରାଓ ଭାରତୀୟ ଜାତୀୟ କଂଗ୍ରେସ୍ ତରଫରୁ ୧୯୬୭ ମସିହାରୁ ସେହି ଆସନ ଜିତି ଆସୁଥିଲେ । ହୀନାଙ୍କର ବିଜୟ ତୁଳନା ୧୦୬୯୦୫ ଭୋଟ୍ ଥିଲା ।[୨]
ରକ୍ଷା ଖାଡ୍ସେଙ୍କ ସହ ସେ ୧୬ତମ ଲୋକ ସଭାରେ ସର୍ବକନିଷ୍ଠ ଏମ୍ପି ଥିଲେ ।[୩]
ଆଧାର
ସମ୍ପାଦନା- ↑ "BJP fields NCP leader's daughter Heena Gavit in Congress bastion". The Times of India. 2014-03-21.
- ↑ "Constituency-wise results for Lok Sabha Elections 2014". Election Commission of India. Archived from the original on 17 ମଇ 2014. Retrieved 16 ମଇ 2014.
- ↑ "Youngest winners: Heena Gavit and Raksha Khadse". The Times of India. 2014-05-16.