ହାପି ଏଣ୍ଡିଂ

୨୦୨୩ ଓଡ଼ିଆ କଥାଚିତ୍ର

ହାପି ଏଣ୍ଡିଂ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀସ କୁମାର ରାଉତ । ଶାଶ୍ୱତ ଭୂୟାଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ଅଭିନେତା ତୁଷାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨] ସଙ୍ଗୀତକାର ବିଶ୍ୱଜିତ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ହାପି ଏଣ୍ଡିଂ
ନିର୍ଦ୍ଦେଶକତୁଷାର
ପ୍ରଯୋଜକଅତୀସ କୁମାର ରାଉତ
ସଂଳାପପ୍ରସନ୍ନ ପାଟ୍ଟଶାଣୀ
ଚିତ୍ରନାଟ୍ୟଶାଶ୍ୱତ ଭୂୟାଁ
କାହାଣୀଶାଶ୍ୱତ ଭୂୟାଁ
କଳାକାରତୁଷାର
ପ୍ରିୟଙ୍କା
ମାନସ
ଲିପିକା
ସଙ୍ଗୀତବିଶ୍ୱଜିତ ମହାପାତ୍ର
ଚିତ୍ରଗ୍ରହଣଲିପୁ
ମୁକ୍ତିଲାଭ ତାରିଖ
୨୧ ଅପ୍ରେଲ ୨୦୨୩
କଥାଚିତ୍ରର ସମୟ
୧ ଘଣ୍ଟା ୪୫ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର ଓ ପ୍ରିୟଙ୍କା ।[୩] ମାନସ, ଲିପିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୨୧ ତାରିଖରେ କଞ୍ଚାଲଙ୍କା ଓଟିଟିରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

  • ତୁଷାର
  • ପ୍ରିୟଙ୍କା
  • ମାନସ
  • ଲିପିକା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ମହାପାତ୍ର[୧]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "କଞ୍ଚାଲଙ୍କାରେ 'ହାପି ଏଣ୍ଡିଂ'". ପ୍ରମେୟ. No. ତାରକା ଦୁନିଆ. 26 April 2023. Archived from the original on 10 September 2023. Retrieved 10 September 2023.
  2. ୨.୦ ୨.୧ "କଞ୍ଚା ଲଙ୍କାରେ 'ହାପି ଏଣ୍ଡିଙ୍ଗ୍'". ନିର୍ଭୟ. 21 April 2023. p. ୧୦. Archived from the original on 2 September 2023. Retrieved 2 September 2023.
  3. "ଜମିଲା ଯୋଡ଼ି". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.

ବାହାର ଆଧାର ସମ୍ପାଦନା