ହାପି ଏଣ୍ଡିଂ
୨୦୨୩ ଓଡ଼ିଆ କଥାଚିତ୍ର
ହାପି ଏଣ୍ଡିଂ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀସ କୁମାର ରାଉତ । ଶାଶ୍ୱତ ଭୂୟାଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ଅଭିନେତା ତୁଷାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨] ସଙ୍ଗୀତକାର ବିଶ୍ୱଜିତ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ହାପି ଏଣ୍ଡିଂ | |
---|---|
ନିର୍ଦ୍ଦେଶକ | ତୁଷାର |
ପ୍ରଯୋଜକ | ଅତୀସ କୁମାର ରାଉତ |
ସଂଳାପ | ପ୍ରସନ୍ନ ପାଟ୍ଟଶାଣୀ |
ଚିତ୍ରନାଟ୍ୟ | ଶାଶ୍ୱତ ଭୂୟାଁ |
କାହାଣୀ | ଶାଶ୍ୱତ ଭୂୟାଁ |
କଳାକାର | ତୁଷାର ପ୍ରିୟଙ୍କା ମାନସ ଲିପିକା |
ସଙ୍ଗୀତ | ବିଶ୍ୱଜିତ ମହାପାତ୍ର |
ଚିତ୍ରଗ୍ରହଣ | ଲିପୁ |
ମୁକ୍ତିଲାଭ ତାରିଖ | ୨୧ ଅପ୍ରେଲ ୨୦୨୩ |
କଥାଚିତ୍ରର ସମୟ | ୧ ଘଣ୍ଟା ୪୫ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର ଓ ପ୍ରିୟଙ୍କା ।[୩] ମାନସ, ଲିପିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୨୧ ତାରିଖରେ କଞ୍ଚାଲଙ୍କା ଓଟିଟିରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
ସମ୍ପାଦନା- ତୁଷାର
- ପ୍ରିୟଙ୍କା
- ମାନସ
- ଲିପିକା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ମହାପାତ୍ର ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ୧.୦ ୧.୧ "କଞ୍ଚାଲଙ୍କାରେ 'ହାପି ଏଣ୍ଡିଂ'". ପ୍ରମେୟ. No. ତାରକା ଦୁନିଆ. 26 April 2023. Archived from the original on 10 September 2023. Retrieved 10 September 2023.
- ↑ ୨.୦ ୨.୧ "କଞ୍ଚା ଲଙ୍କାରେ 'ହାପି ଏଣ୍ଡିଙ୍ଗ୍'". ନିର୍ଭୟ. 21 April 2023. p. ୧୦. Archived from the original on 2 September 2023. Retrieved 2 September 2023.
- ↑ "ଜମିଲା ଯୋଡ଼ି". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ହାପି ଏଣ୍ଡିଂ