ହାଥନୀ କୁଣ୍ଡ ବାରେଜ
It has been suggested that Hathni Kund be merged into this article or section. (Discuss) Proposed since June 2015. |
ହାଥନୀ କୁଣ୍ଡ ବାରେଜ , ଏକ କଂକ୍ରିଟ ନିର୍ମିତ ବାରେଜ । ଏହା ଭାରତୀୟ ରାଜ୍ୟ ହରିୟାଣାର ଯମୁନା ନଦୀ ତୀରରେ ଥିବା ଯମୁନା ନଗର ଜିଲ୍ଲାରେ ଅକ୍ଟୋବର 1996 ମସିହାରୁ 1999 ଜୁନ ମଧ୍ୟରେରେ ନିର୍ମିତ ହୋଇଥିଲା ।ଏହା 1873 ମସିହାରେ ନିର୍ମିତ 3 କିଲୋମିଟର ତଳକୁ ଥିବା ତାଜେବଳ ବାରେଜ ଅକାମି ହେବା କାରଣରୁ ନିର୍ମିତ ହେଇଥିଲା । ଏହି ବାରେଜଦ୍ୱାରା ଯମୁନା ନଦୀ ଜଳକୁ ପଶ୍ଚିମ ଓ ପୂର୍ବ କେନାଲକୁ ଛାଡିଥାଏ । ଏହି ବାରେଜଦ୍ୱାରା ସୃଷ୍ଟି ହେଇଥିବା ଜଳଭଣ୍ଡାର 31ଟି ପ୍ରଜାତିର ପକ୍ଷୀଙ୍କ ପାଇଁ ଆର୍ଦ୍ର ଭୂମି ଭାବରେ କାର୍ଯ୍ୟ କରିଥାଏ । [୧]
Hathni Kund Barrage | |
---|---|
ଦେଶ | India |
ଦିଗବାରେଣି | 30°18′50″N 77°35′04″E / 30.31389°N 77.58444°E |
କାମ ଆରମ୍ଭ ହେଲା | 1996 |
ତିଅରି ଖର୍ଚ | Rs 168 crore |
ମାଲିକ | Haryana Irrigation Department |
ବନ୍ଧ ଓ ପାଣି ଯିବା ବାଟ | |
ପାଣିଯିବା ବାଟର ପ୍ରକାର | 10 floodgates, 8 undersluices |
ପାଣିଯିବା ବାଟର କ୍ଷମତା | 28,200 m3/s (995,874 cu ft/s) |
1970 ମସିହାରୁ ତାଜେବାଲା ବାରେଜ ସ୍ଥାନରେ ଏହାକୁ ନିର୍ମାଣ ପାଇଁ ଯୋଜନା ହାଉଥିଲେ ମଧ୍ୟ ହରିୟାଣା ରାଜ୍ୟ ଓ ଯମୁନାରୁ ଜଳ ଭାଗ ନଉଥିବା ହିମାଚଳ ପ୍ରଦେଶ ମଧ୍ୟରେ ବୁଝାମଣା ହେଇ ପାରୁ ନ ଥିବାରୁ ଏହା ନିର୍ମିତ ହେଇ ପାରୁ ନଥିଲା । 1994 ମସିହାରେ ଏଟି ପାଇଁ ବୁଝାମଣା ହେଲା । [୨] Although the barrage was completed in late 1999, it was not operational until March 2002 because of work delays.[୩] ବାରେଜର ନିର୍ମାଣ କାର୍ଯ୍ୟ 1999ରେ ସମାପ୍ତ ହେଲେ ମଧ୍ୟ ଏହା କିଛି କାର୍ଜ୍ୟ ରହିଯିବାରୁ 2002 ମସିହାରେ କାର୍ଜୟକ୍ଷମ ହେଲା । [୪] >ବାରେଜର ଦୈର୍ଘ୍ୟ 1,181 ଫୁଟ ଓ ଏଥିରେ 10 ଟି8 ସ୍ପିଲ୍ଲ ୱେ ରହିଛି । ଏଥିରୁ 28,200 ବର୍ଗ ମିଟର ଜଳ ନିଷ୍କାଶିତ ହୁଏ । [୫]
ଆଧାର
ସମ୍ପାଦନା- ↑ Tak, Prakash C.; Jagdish P. Sati; Anjum N. Rizvi (April 2010). "Status of waterbirds at Hathnikund Barrage wetland, Yamunanagar District, Haryana, India" (PDF). 2 (4): 841. Archived from the original (PDF) on 17 March 2012. Retrieved 10 July 2011.
{{cite journal}}
: Cite journal requires|journal=
(help) - ↑ "Hathnikund Barrage completion by April '99". Express News Service. Retrieved 10 July 2011.
- ↑ "Conclusions" (PDF). Indian Planning Commission. Retrieved 10 July 2011.
- ↑ "Conclusions" (PDF). Indian Planning Commission. Retrieved 10 July 2011.
- ↑ "Baseline Parameters of JWC" (PDF). Indian Planning Commission. p. 31. Retrieved 10 July 2011.