ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା
(ହାଇ-ଟେଚ ଭେଷଜ କଲେଜ ଓ ହସ୍ପିଟାଲରୁ ଲେଉଟି ଆସିଛି)
ହାଇ-ଟେକ ଭେଷଜ କଲେଜ ଓ ହସ୍ପିଟାଲ (HMCH) ଏକ ବେସରକାରୀ, ଅଣ-ଲାଭକାରୀ, ସ୍ୱ-ଅର୍ଜିତ ମେଡ଼ିକାଲ କଲେଜ ।[୩] ଏହା ୨୦୦୫ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ସ୍ୱୀକୃତି ପ୍ରାପ୍ତ ଓଡ଼ିଶାର ପ୍ରଥମ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ମେଡିକାଲ କଲେଜ ଭାବେ ଭୁବନେଶ୍ୱରଠାରେ[୪] ସ୍ଥାପିତ ହେଇଥିଲା ।[୫][୬] ଏଠାରେ ଥିବା ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୨୦ଟି ଜରୁରୀକାଳୀନ ଶଯ୍ୟା ସହ ଅତ୍ୟାଧୁନିକ ସୁବିଧାସମୂହ ଥିବା ଅପରେସନ ଥିଏଟର ରହିଛି । କଲେଜରେ MBBS ସହ BDS ଶିକ୍ଷାପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।
ହାଇ-ଟେକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା, ଭୁବେନଶର | |
---|---|
ସ୍ଥାପିତ | ୨୦୦୫ |
ପ୍ରକାର | ବେସରକାରୀ ମେଡ଼ିକାଲ କଲେଜ |
ଅଧକ୍ଷ | ତିରୁପତି ପାଣିଗ୍ରାହୀ[୧] |
ତଳସ୍ନାତକ | ବର୍ଷକୁ ୧୦୦ |
ଅବସ୍ଥାନ | ଭୁବନେଶ୍ୱର[୨], ଓଡ଼ିଶା, ଭାରତ 20°18′00″N 85°52′00″E / 20.299996°N 85.866544°E |
ପରିସର | ନଗର 42 acres (170,000 m2) |
ଅନୁବନ୍ଧନ | ଭାରତୀୟ ମେଡ଼ିକାଲ କାଉନସିଲ |
ୱେବସାଇଟ | ଏଚ.ଏମ.ଚି.ଏଚ. ଭୁବନେଶ୍ୱର |
ଅବସ୍ଥିତି
ସମ୍ପାଦନାଏହାର ଅବସ୍ଥିତି ଭୁବନେଶ୍ୱରର ରସୁଲଗଡ଼ ଛକଠାରୁ କଟକ ଯିବା ରାସ୍ତାରେ ପାଣ୍ଡାରାଠାରେ ରହିଛି । କୁଆଖାଇ ସେତୁଠାରୁ ଏହା ୨ କିଲୋମିଟର ଦୁରରେ ଅବସ୍ଥିତ ।
ଆଧାର
ସମ୍ପାଦନା- ↑ "P'khemundi MlA not to contest 2019 polls". www.dailypioneer.com. daily pioneer. Retrieved 17 July 2019.
- ↑ S. Bhushan. Dictionary of Education. Prabhat Prakashan. pp. 323–. ISBN 978-93-5186-819-4.
- ↑ Saksham Chaudhry (23 June 2018). Medical Colleges Around the World. Dr K Chaudhry. pp. 14–. GGKEY:J4C27RNXNGH.
- ↑ India. Parliament. Rajya Sabha (9 November 2010). Parliamentary Debates.
- ↑ "HMCH details at MCI". Medical Council of India. Archived from the original on 14 July 2014. Retrieved 14 July 2005.
- ↑ "HMCH".