ହର୍ଷବର୍ଦ୍ଧନ (ରାଜନେତା)
ଦିଲ୍ଲୀର ରାଜନୀତିଜ୍ଞ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ହର୍ଷବର୍ଦ୍ଧନ ଜଣେ କର୍ଣ୍ଣନାସାକଣ୍ଠ-ବିଜ୍ଞାନୀ (ଇଂରାଜୀରେ: Otorhinolaryngologist) ଅଟନ୍ତି ଏବଂ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ[୧], ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏବଂ ପୃଥ୍ୱୀବିଜ୍ଞାନ ମନ୍ତ୍ରାଳୟର ବର୍ତ୍ତମାନର ପଦସ୍ଥ ମନ୍ତ୍ରୀ ରହିସାରିଛନ୍ତି । ୨୦୨୦ ମସିହା ମଇ ୨୨ ତାରିଖରେ ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରିଣୀ ସମିତିର ଅଧକ୍ଷଙ୍କ ପଦ ଗ୍ରହଣ କରିଛନ୍ତି ।[୨]
ଡ଼ା ହର୍ଷବର୍ଦ୍ଧନ ଗୋୟଲ | |
---|---|
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର | |
Assumed office ମଇ ୨୦୧୯ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ଜଗତ ପ୍ରକାଶ ନଡ୍ଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଦିଲ୍ଲୀ, ଭାରତ | ୧୩ ଡିସେମ୍ବର ୧୯୫୪
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବୃତ୍ତି | କର୍ଣ୍ଣନାସାକଣ୍ଠ-ବିଜ୍ଞାନୀ, ରାଜନେତା |
ୱେବସାଇଟ | www |