ସର୍ଦାର ହରି ସିଂ (୧୭୯୧-୧୮୩୭), ମହାରାଜା ରଣଜିତ୍ ସିଂଙ୍କ ସେନାଧକ୍ଷ ଥିଲେ ଯିଏ ମୁସଲମାନମାନଙ୍କ ସହ ବହୁ ଯୁଦ୍ଧର ନେତୃତ୍ୱ ନେଇଥିଲେ । ସିଖର ସେନାଙ୍କ ସବୁଠାରୁ ବଡ଼ ଜର୍ଣ୍ଣାଲ ହରି ସିଂ ନଲବା କାଶ୍ମୀର ଉପରେ ବିଜୟ ପ୍ରାପ୍ତ କରି ନିଜ ଶକ୍ତି ବନେଇଥିଲେ ।ଖାଲି ଏହା ନୁହେଁ, କାବୁଲ ଉପରେ ମଧ୍ୟ ସେନା ଚଢ଼ାଇ ଜିତ୍ ହାସିଲ କଲେ । ଖୋବର ଦରାରୁ ହେଉଥିବା ଅଫଗାନ ଆକ୍ରମଣରୁ ଦେଶକୁ ମୁକ୍ତ କରିଥିଲେ । 1831 ଖ୍ରୀଷ୍ଟାବ୍ଦରେ "ଜମରୋଦ"ର ଯୁଦ୍ଧରେ ଲଢ଼ିବା ଅବସ୍ଥାରେ ହତ୍ୟା କରାଗଲା ।

ସର୍ଦାର ହରି ସିଂ ନଲବା
"ସର୍ଦାର ହରି ସିଂ ନଲବା; (ବ୍ରିଟିଶ ସଂଗ୍ରହାଳୟ)ରେ ବସିଥିବାର ଚିତ୍ର"- ସାର ଜନ ଏମସିକୁଇନ
Native name
ਹਰੀ ਸਿੰਘ ਨਲੂਆ
ଜନ୍ମ୧୭୯୧
ଗୁଜରାନବାଲା, ସିଖ୍ କନଫେଡେରାସି
ମୃତ୍ୟୁ1837 (aged 45–46)
ଜାମରୁଦ୍, ସିଖ୍ ଏମ୍ପାଇର
ନିଯୁକ୍ତିଦାତା "ସିଖ୍ ଏମ୍ପାଇର"
ସେବା/ବିଭାଗସିଖ୍ ଖାଲସା ଆର୍ମି

ନୋସେରା ଯୁଦ୍ଧରେ ସ. ହରି ସିଂ ନଲବା; ମହାରାଜା ରଣଜିତ୍ ସିଂଙ୍କ ସେନା ଙ୍କର କୁଶଳ ନେତୃତ୍ୱ କରିଥିଲେ । ରଣନୀତି ଏବଂ ରଣକୌଶଳ ଦୃଷ୍ଟିରେ ହରି ସିଂ ନଲବାଙ୍କ ତୁଳନା ଭାରତର ଶ୍ରେଷ୍ଠ ସେନାନାୟକଙ୍କ ସହିତ କରାଯାଇ ପାରେ ।

ଜୀବନ ସମ୍ପାଦନା

ହର ସିଂ ନାଲୱା ଅପପାଲ ଗୋଟ୍ରାର ଏକ ଜାଟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ।[୧]

ଲଢେଇ ସମ୍ପାଦନା

ପେଶାବର ପ୍ରଶାସକ ମିତ୍ର ମହମ୍ମଦ ମହାରାଜା ରଣଜିତ୍ ସିଂଙ୍କୁ ନଜର ଦେବା କୁବୁଲ କରିଥିଲେ । "ମୋହମ୍ମଦ ଅଜିମ", ଯିଏ କାବୁଲର ଶାସକ ଥିଲେ;

  1. Falcon, Captain R. W. "Handbook on Sikhs for the use of regimental officers,". Library of Congress, Washington, D.C. 20540 USA. Retrieved 2024-02-28.