ହରମିକ ସିଂହ  (ଜନ୍ମ 10  , ଜାନୁଆରୀ , 1947 ) ଜଣେ ପୂର୍ବତନ ଭାରତୀୟ ଜାତୀୟ ହକି ଖେଳାଳି । ତାଙ୍କର ଜନ୍ମ ପଞ୍ଜାବର ଗୁଜୁରାନବାଲାଠାରେ ହେଇଥିଲା । ସେ 1968 ଓ 1972 ଅଲିମ୍ପିକ ସହ ଭାରତ ପାଇଁ ଅନେକ ଟୁର୍ଣ୍ଣାମେଣ୍ଟ ଓ ସିରିଜ ଖେଳିଥିଲେ ଓ ଭାରତୀୟ ଜାତୀୟ ଦଳର ଅଧିନାୟକ ମଧ୍ୟ ହେଇଥିଲେ । ତାଙ୍କୁ କ୍ରୀଡ଼ା ପାଇଁ ଥିବା ସର୍ବୋଛ ସମ୍ମାନ ଅର୍ଜୁନ ପୁରସ୍କାର ଦିଆ ଯାଇଥିଲା । 

Medal record
Men's field hockey
Competitor for  ଭାରତ
Olympic Games
Bronze 1968 Mexico Team competition
Bronze 1972 Munich Team competition
Asian Games
Gold 1966 Bangkok Team competition
Silver 1970 Bangkok Team competition
Silver 1974 Tehran Team competition

ପ୍ରାକ୍ତନ ଭାରତୀୟ ଖେଳାଳି ଅଜିତ ସିଂହ ତାଙ୍କର ଜେଷ୍ଠ ଭ୍ରାତା ଥିଲେ ଓ ପରେ ଭାରତ ପାଇଁ ଖେଳିଥିବା ଗଗନ ଅଜିତ ସିଂହ ତାଙ୍କର ପୁତୁରା ଥିଲେ । 

ଆଧାର ସମ୍ପାଦନା

  • "ହରମିକ ସିଂହ". Olympics at Sports-Reference.com. Sports Reference LLC.
  • [୧] Archived 2007-10-27 at the Wayback Machine.