ହରକିଷନ ସିଂହ ସୁରଜିତ
ହରକିଷନ ସିଂହ ସୁରଜିତ (୨୩ ମାର୍ଚ୍ଚ ୧୯୧୬- ୧ ଅଗଷ୍ଟ ୨୦୦୮) ପଞ୍ଜାବ ଅଞ୍ଚଳରୁ ଜଣେ ଭାରତୀୟ କମ୍ୟୁନିଷ୍ଟ ରାଜନୀତିଜ୍ଞ ଥିଲେ । ସେ ୧୯୯୨ରୁ ୨୦୦୫ ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ଦଳ (ମାର୍କିଷ୍ଟ)ରେ ସାଧାରଣ ସେକ୍ରେଟାରୀ ଥିଲେ ଓ ଦଲର ରାଜନୀତି ବ୍ୟୁରୋରେ ୧୯୬୪ରୁ ୨୦୦୮ ପର୍ଯ୍ୟନ୍ତ ସଭ୍ୟ ଥିଲେ ।[୧]
ହରକିଷନ ସିଂହ ସୁରଜିତ | |
---|---|
General Secretary of the Communist Party of India (Marxist) | |
କାର୍ଯ୍ୟକାଳ ୧୯୯୨-୨୦୦୫ | |
ପୂର୍ବ ଅଧିକାରୀ | E. M. S. Namboodiripad |
ପର ଅଧିକାରୀ | ପ୍ରକାଶ କରାତ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜଳନ୍ଧର, ପଞ୍ଜାବ, ବ୍ରିଟିଶ ଭାରତ | ୨୩ ମାର୍ଚ୍ଚ ୧୯୧୬
ମୃତ୍ୟୁ | ୧ ଅଗଷ୍ଟ ୨୦୦୮ ନୋଏଡା, ଉତ୍ତର ପ୍ରଦେଶ, ଭାରତ | (ବୟସ ୯୨)
ରାଜନୀତିକ ଦଳ | Communist Party of India (Marxist) |
ଉପନ୍ୟାସ
ସମ୍ପାଦନାଭାଉ ନାମରେ ପଞ୍ଜାବୀରେ ଏକ ଉପନ୍ୟାସ ପ୍ରକାଶ ପାଇଥିଲା, ଯାହାକୁ ସୁରଜିତଙ୍କ ଅନ୍ତରଙ୍ଗ ବନ୍ଧୁ ଦର୍ଶନ ସିଂହ ଲେଖିଥିଲେ ଓ ଏହା ସୁରଜିତଙ୍କ ଜୀବନ ସହ ପ୍ରାୟ ମେଳ ଖାଏ । ଏହା ମେଷ୍ଟ୍ରିମ ମିଡ଼ିଆଦ୍ୱାରା ପ୍ରକାଶ ନ ହେବା ପର୍ଯ୍ୟନ୍ତ ଅଜଣା ହୋଇ ରହିଥିଲା ।[୨] ଏକ ସମ୍ବାଦପତ୍ର ସ୍ତମ୍ଭରୁ ଏହା ଲୋକଲୋଚଙ୍କୁ ଅସିଥିଲା ।[୩] [୪][୫][୬] ଯଦିଓ ଲେଖକ ଦର୍ଶନ ସିଂହ ଏହା ସୁରଜିତଙ୍କ ଜୀବନୀ ନୁହେ ବୋଲି ଦର୍ଶାଇ ଥିଲେ, ତେବେ ଏହାକୁ ସେ ଅବାସ୍ତବ ସତ୍ୟ ବୋଲି କହିଥିଲେ । ସେ କହିଥିଲେ ଜେ, ନାମ ନ ଲେଖି ଆମେରିକାର ରାଷ୍ଟ୍ରପତିଙ୍କ ଉପରେ ମଧ୍ୟ ଉପନ୍ୟାସ ଲେଖାଜାଉଛି । ଏଥିରେ ମୁଖ୍ୟ ନାୟକଙ୍କ ନାମ କରମ ସିଂହ କୀର୍ତ୍ତି, ପଞ୍ଜାବୀ ଭାଷାରେ ଯାହାର ଅର୍ଥ ହେଉଛି କର୍ମୀ ଓ ଏହା ବହୁଳ ଭାବେ ସିପିଆଇଦ୍ୱାରା ବ୍ୟବହାର କରାଯାଏ । ସିପିଆଇ ଏହି ବହିରେ ସୁରଜିତଙ୍କ ସମ୍ବନ୍ଧରେ ଦିଆଯାଇଥିବା ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ।[୭]
ଆଧାର
ସମ୍ପାଦନା- ↑ Manini Chatterjee. "Nine to none, founders’ era ends in CPM". The Telegraph. 3 April 2008.
- ↑ Novel based on the life of CPM’s Surjeet may kick up a storm Singh, Bajinder Pal, 3 June 2008.
- ↑ [୧]
- ↑ "ଆର୍କାଇଭ୍ କପି". Archived from the original on 10 ଜୁନ 2008. Retrieved 2 ଅଗଷ୍ଟ 2016.
{{cite web}}
: Cite has empty unknown parameter:|1=
(help) - ↑ [୨]
- ↑ [୩][permanent dead link]
- ↑ "ଆର୍କାଇଭ୍ କପି". Archived from the original on 12 ଜୁଲାଇ 2012. Retrieved 2 ଅଗଷ୍ଟ 2016.
{{cite web}}
: Cite has empty unknown parameter:|1=
(help)
ବାହ୍ୟ ଲିଙ୍କ
ସମ୍ପାଦନା- DeshSewak A Punjabi newspaper started by Surjeet.