ହନୁମାନ ମନ୍ଦିର , ସାଲଙ୍ଗପୁର

ଭାରତର ଏକ ହିନ୍ଦୁ ମନ୍ଦିର

ହନୁମାନ ମନ୍ଦିର , ଭାରତୀୟ ରାଜ୍ୟ ଗୁଜରାଟର ସାରଙ୍ଗପୁରଠାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ସ୍ୱାମୀନରାୟନ ସଂପ୍ରଦାଯର ଭଡତଳ ଗାଡି ଅଧୀନରେ ରହିଛି । ଏହା ଏକମାତ୍ର ସ୍ୱାମୀନାରାୟଣ ମନ୍ଦିର ଯେଉଁଠାରେ ସ୍ୱାମୀନାରାୟଣ ବା  ଶ୍ରୀକୃଷ୍ଣଙ୍କ ପ୍ରତିମା ମୁଖ୍ୟ ଆରାଧ୍ୟ ଦେବତା[] ହିସାବରେ ନାହିଁ ।ଏଠାରେ ହନୁମାନଙ୍କୁ "କଷ୍ଟଭଞ୍ଜନ" ରୂପରେ ଉତ୍ଶର୍ଗିତ କରାଯିଛି । []

କଷ୍ଟଭଞ୍ଜନ ଦେବ ହନୁମାନ ମନ୍ଦିର
Shri Hanuman Mandir, Sarangpur
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictBotad district
Location
ସ୍ଥାନSalangpur
StateGujarat
CountryIndia
Architecture
Gopalanand Swami

ଇତିହାସ 

ସମ୍ପାଦନା
 
The temple complex before renovation

ଏହି ମନ୍ଦିର ସ୍ୱାମୀନାରାୟଣ ସଂପ୍ରଦାଯର ଏକ ମୁଖ୍ୟ ମନ୍ଦିର । ଏଠାରେ ହନୁମାନଙ୍କ ପ୍ରତିମୂର୍ତି ସଦଗୁରୁ ଗୋପାଳନନ୍ଦ ସ୍ୱାମୀଙ୍କଦ୍ୱାରା ସ୍ଥାପିତ ହେଇଥିଲା । ବିଶିଷ୍ଟ ଲେଖକ ରେମଣ୍ଡ ୱିଲିୟମଙ୍କ କଥାନୁସାରେ ଯେତେବେଳେ ସଦଗୁରୁ ଗୋପାଳନନ୍ଦ ସ୍ୱାମୀ ଏହାକୁ ସ୍ଥାପନା କଲେ , ସେ ଏକ ଦଣ୍ଡ ସାହାଯ୍ୟ  ରେ ଏହାକୁ ଛୁଇ ଥିଲେ ଓ ମୂର୍ତି ଜୀବନ୍ତ ହେଇଉଠି ଚଳମାନ ହେଇଥିଲା । ଏଠାରେ ତାହା ପରେ ବ୍ୟାଧି ନିରାକରଣ ବିଧିର ପ୍ରଚଳନ ହେଇଥିଲା । ଏଠାରେ ହନୁମାନଙ୍କ ମୂର୍ତି ବିଶାଳ କାୟ ରୂପରେ ବୃହତ ନିଶା ସହ , ପଦରେ ଜଣେ  ଦାନବୀକୁ ଦଳନ  କରୁଥିବା ଅବସ୍ଥାରେ ବାନର ସହଚରଙ୍କ ଗହଣରେ ଥିବା ରୂପରେ ଦୃଶ୍ୟମାନ କରାଯାଇଛି ।1899 ମସିହାରେ ମନ୍ଦିରର ନବୀକରଣ କାର୍ଯ୍ୟ ହେଇଥିଲା ଓ ନିକଟରେ ଅତିଥି ଆବାସ ନିର୍ମାଣ ସହ ଅଧିକ ସ୍ଥାନ ଆହରଣ କରି ବର୍ତ୍ତମାନର ଅବସ୍ଥାକୁ ଅଣାଯାଇଥିଲା । []

 ଅନୁଗତ ପ୍ରଥା 

ସମ୍ପାଦନା
  1. Raymond Brady Williams (2001). An introduction to Swaminarayan Hinduism. Cambridge University Press. pp. 128, 96. Retrieved May 14, 2009.
  2. Philip Lutgendorf (2007). Hanuman's tale. Oxford University Press US. p. 248. Retrieved May 14, 2009.
  3. Dave, Kishore (2009). Shastriji Maharaj. Ahmedabad: Swaminarayan Aksharpith. p. 44. ISBN 81-7526-129-3.

ବାହାର ଲିଙ୍କ 

ସମ୍ପାଦନା