ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ

ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ  (ଷ୍ଟେସନ କୋଡ NZM) ଭାରତର ଏକ ମୁଖ୍ୟ ରେଳ ଷ୍ଟେସନ । ଏହା ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ । ଏହାକୁ ନୂଆ ଦିଲ୍ଲୀ ଷ୍ଟେସନର ଭିଡ କମେଇବା ପାଇଁ ଦିଲ୍ଲୀ ସହରର ୫ଟି ମୁଖ୍ୟ ଷ୍ଟେସନ ମଧ୍ୟରୁ ଅନ୍ୟତମ ଭାବେ ସ୍ଥାପିତ ହେଇଥିଲା ।ଏଠାରୁ ଦେଶର ସମସ୍ତ ମୁଖ୍ୟ ସହର ଗୁଡିକୁ ଟ୍ରେନ ସଂଯୋଗ ରହିଛି । ଏହି ଷ୍ଟେସନ ଦିଲ୍ଲୀର ଉତ୍ତରକୁ  ସହର କେନ୍ଦ୍ରରୁ ୭ କିଲୋମିଟର ଦୂରରେ ଅବସ୍ଥିତ । ଏଠାରୁ ଅନେକ ଗୁଡିଏ ମୁଖ୍ୟ ଟ୍ରେନର ଯାତ୍ରାରମ୍ଭ ହୁଏ । 

Hazrat Nizamuddin
Rapid transit, Light rail, Commuter rail & Regional rail station

हजरत निजामुद्दीन
Station statistics
AddressNew Delhi, Delhi
India
Coordinates28°35′21″N 77°15′15″E / 28.58917°N 77.25417°E / 28.58917; 77.25417
Elevation206.700 metres (678.15 ft)
StructureStandard (on ground station)
Platforms7
ParkingYes
Baggage checkYes
Other information
ElectrifiedYes
CodeNZM
Zone(s) Northern Railway zone
Division(s) Delhi
Station statusFunctioning
Traffic
Passengers (Daily)360,000+

ଏହି ଷ୍ଟେସନ ଉତ୍ତର ରେଳବାଇଦ୍ୱାରା ପରିଚାଳିତ ଏଇଥାଏ । 

ହଜରତ ନିଜମୁଦ୍ଦିନର ପ୍ଲ୍ଯାଟଫର୍ମ ରେ 
ହଜରତ ନିଜମୁଦ୍ଦିନର ୮ ଓ ୯ ନମ୍ବର ପ୍ଲାଟଫର୍ମ 


ଯୋଗାଯୋଗ  ସମ୍ପାଦନା

 
Hazrat Nizamuddin railway station in Delhi aerial view

ପୁନଶ୍ଚ ଦେଖଣା  ସମ୍ପାଦନା

  • Delhi Junction Railway station
  • Anand Vihar Railway Terminal
  • Sarai Rohilla Railway Station
  • Delhi Metro

ଆଧାର  ସମ୍ପାଦନା

ବାହ୍ୟ ଆଧାର  ସମ୍ପାଦନା

http://indiarailinfo.com/departures/hazrat-nizamuddin-nzm/748 http://indiarailinfo.com/station/map/hazrat-nizamuddin-nzm/748