ହଂସକେଳି

ଜଗନ୍ନାଥଙ୍କ ଛପନ ଭୋଗ

ରାଧାବଲ୍ଲଭ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଭୋଗ, ଯାହାକି ଛପନ ଭୋଗରୁ ଅନ୍ୟତମ ।[][] ଖୁରୁମା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଲୁଣି ଖୁରୁମା ଓ ମିଠା ଖୁରୁମା ।[] ମହାପ୍ରଭୁଙ୍କ ପାଖରେ ସକାଳ ଧୂପ ସମୟରେ ଲାଗୁଥିବା ଆଦ୍ୟଭୋଗ ବା ରଜୋଭୋଗରେ ଲାଗୁଥିବା ୧୫ ପ୍ରକାର ଭୋଗରୁ ଏହା ଅନ୍ୟତମ । ଏହି ଭୋଗ ମାତ୍ର ୨ ଶରା ଲାଗି କରାଯାଇଥାଏ, ତେଣୁ ଏହା ସହଜରେ ଆନନ୍ଦ ବଜାରରେ ଉପଲବ୍ଧ ହୁଏ ନାହିଁ ।

ହଂସକେଳି
ଆରମ୍ଭ
ଅଲଗା ନାଆଁହଂସ କେଳି
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା

ଉପାଦାନ

ସମ୍ପାଦନା

ହଂସକେଳି ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:

  • ବିରି
  • ଚାଉଳ
  • ଲୁଣ
  • ଖଣ୍ଡ ନଡ଼ିଆ
  • ଚିନି
  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
  3. Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.