ସ୍ୱାତି ନାୟକ, ଜଣେ କୃଷି ବିଜ୍ଞାନୀ ।[୧] ସେ ଆନ୍ତର୍ଜାତୀକ ଧାନ ଗବେଷଣା କେନ୍ଦ୍ରରେ ଜଣେ ବୈଜ୍ଞାନିକ ଭାବରେ ନୂଆ ଦିଲ୍ଲୀଠାରେ କାର୍ଯ୍ୟରତ ।[୨] ୨୦୨୩ ମସିହାରେ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ତରଫରୁ ତାଙ୍କ ନାମ ନରମାନ ବରଲୋଗ ଆନ୍ତର୍ଜାତୀକ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା ।[୩]

ସ୍ୱାତି ନାୟକ
ଜନ୍ମ
ସ୍ୱାତି ନାୟକ

ଶିକ୍ଷାନୁଷ୍ଠାନଇନଷ୍ଟିଚୁଟ ଅଫ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ ୨୦୧୦
ବୃତ୍ତିବୈଜ୍ଞାନିକ
ବୈବାହିକ-ସାଥୀପ୍ରିୟଦର୍ଶୀ ବଳ
ସନ୍ତାନଆଦ୍ୱିକା ନାୟକ ବଳ
ପିତାମାତା(s)ଲକ୍ଷ୍ମୀଧର ନାୟକ, ବିଜୟଲକ୍ଷ୍ମୀ ନାୟକ

ପରିବାର ସମ୍ପାଦନା

ସ୍ୱାତିଙ୍କ ପିତାଙ୍କ ନାମ ଲକ୍ଷ୍ମୀଧର ନାୟକ ଓ ମାତାଙ୍କ ନାମ ବିଜୟଲକ୍ଷ୍ମୀ ନାୟକ ।[୪] ସେମାନେ ଭୁବନେଶ୍ୱରରେ ରୁହନ୍ତି । ସ୍ୱାତୀ ନିଜ ସ୍ୱାମୀ ପ୍ରିୟଦର୍ଶୀ ବଳ ଓ କନ୍ୟା ଆଦ୍ୱିକା ନାୟକ ବଳଙ୍କ ସହ ଦିଲ୍ଲୀରେ ରୁହନ୍ତି ।[୫]

ଆଧାର ସମ୍ପାଦନା

  1. "ଓଡ଼ିଶା ଧାନ ଉତ୍ପାଦନରେ ଏକ ବଳକା ରାଜ୍ୟ". www.samajalive.in. ସମାଜ. Archived from the original on 20 September 2023. Retrieved 20 September 2023.
  2. "IRRI scientist honored with Borlaug Field Award for her work on farmer engagement and empowerment". www.cgiar.org/news-events/news/irri-scientist-honored-with-borlaug-field-award-for-her-work-on-farmer-engagement-and-empowerment/. CGIAR. Archived from the original on 20 September 2023. Retrieved 20 September 2023.
  3. "IRRI scientist honored with Borlaug Field Award for her work on farmer engagement and empowerment". www.irri.org. IRRI. Archived from the original on 20 September 2023. Retrieved 20 September 2023.
  4. "Odia Scientist Wins Prestigious Norman Borlaug Field Award, 2023". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 September 2023. Retrieved 20 September 2023.
  5. "Odia Scientist Dr Swati Nayak Wins Prestigious Norman Borlaug Field Award". www.pragativadi.com. ପ୍ରଗତିବାଦୀ. Archived from the original on 20 September 2023. Retrieved 20 September 2023.