ସ୍ପାଇରୋନୋଲାକ୍ଟୋନ

ସ୍ପାଇରୋନୋଲାକ୍ଟୋନ, ବ୍ୟବସାୟୀକ ନାମ ଆଲ୍‌ଡାକ୍ଟୋନ, ଏକ ଔଷଧ ଯାହା ପ୍ରାଥମିକ ଭାବରେ ଶରୀରରେ ହୃଦରୋଧ, ସିରୋସିସ ବା ବୃକ୍‌କ ରୋଗରେ ଜମୁଥିବା ତରଳ ପଦାର୍ଥର ଚିକିତ୍ସା ନିମନ୍ତେ ଦିଆଯାଏ ।[୨] ଉଚ୍ଚ ରକ୍ତଚାପ, ଖାଦ୍ୟ ଦେଇ ମଧ୍ୟ କମ ରକ୍ତ ପଟାସିଅମ ଥିଲେ, ମହିଳାଙ୍କର ଅତ୍ୟଧିକ ବାଳ ବୃଦ୍ଧିଅକାଳ ଯୌନ‌କ୍ରାନ୍ତି (puberty) ଇତ୍ୟାଦି ଅବସ୍ଥାରେ ମଧ୍ୟ ବ୍ୟବ‌ହାର କରାଯାଏ[୨] ଓ ହରମୋନ ରିପ୍ଲେସମେଣ୍ଟ ଥେରାପି ଆକାରରେ ଟ୍ରାନ୍ସଓମେନଙ୍କୁ ଦିଆଯାଏ । [୭] ଏହା ପାଟିରେ ଦିଆଯାଏ ।[୨]

ସ୍ପାଇରୋନୋଲାକ୍ଟୋନ (INN, BAN, USAN)[୧]
Skeletal formula of spironolactone
Ball-and-stick model of the spironolactone molecule
Clinical data
Pronunciation/spɪˌrnəˈlæktn, sp-, spə-, -ˈrɒ-, -n-/ or /ˌsprənˈlæktn/[୩][୪][୫]
Trade namesAldactone
AHFS/Drugs.commonograph
MedlinePlusa682627
Pregnancy
category
  • AU: B3
  • US: C (Risk not ruled out)
Routes of
administration
Oral[୨]
ATC code
Legal status
Legal status
Pharmacokinetic data
Protein binding90%+[୬]
MetabolismHepatic CYP450
Elimination half-life1.3-2 hours
ExcretionUrine, bile
Identifiers
  • 7α-Acetylthio-17α-hydroxy-3-oxopregn-4-ene-21-carboxylic acid γ-lactone
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.122 Edit this at Wikidata
Chemical and physical data
FormulaC24H32O4S
Molar mass416.574 g/mol
3D model (JSmol)
  • O=C5O[C@@]4([C@@]3([C@H]([C@@H]2[C@H](SC(=O)C)C/C1=C/C(=O)CC[C@]1(C)[C@H]2CC3)CC4)C)CC5
  • InChI=1S/C24H32O4S/c1-14(25)29-19-13-15-12-16(26)4-8-22(15,2)17-5-9-23(3)18(21(17)19)6-10-24(23)11-7-20(27)28-24/h12,17-19,21H,4-11,13H2,1-3H3/t17-,18-,19+,21+,22-,23-,24+/m0/s1 checkY
  • Key:LXMSZDCAJNLERA-ZHYRCANASA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ (electrolyte abnormalities), ବିଶେଷତଃ ଅଧିକ ରକ୍ତ ପଟାସିଅମ, ବାନ୍ତି, ମୁଣ୍ଡବଥା, ରାସ ଓ ଯୌନ ଅନିଚ୍ଛା । ଯକୃତ ଓ ବୃକ୍‌କ ରୋଗ ଥିଲେ ଅଧିକ ସତର୍କତା ଆବଶ୍ୟକ ।[୨] ଗର୍ଭାବସ୍ଥାରେ ଏହି ଔଷଧର ଗୁଣର ଭଲରୂପେ ଅନୁଶୀଳନ ହୋଇନାହିଁ, ତେଣୁ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପରେ ଏହା ଦେବା ଉଚିତ ନୁହେଁ ।[୮] ଏହା ଏକ ସ୍ଟିରଏଡ ଯାହା ମିନେରାଲ କର୍ଟିକଏଡ ରିସେପ୍ଟରକୁ ଅବରୋଧ କରେ । ଏହା ଆଣ୍ଡ୍ରୋଜେନପ୍ରୋଜେସ୍ଟେରନ ଆଦିକୁ ମଧ୍ୟ ଅବରୋଧ କରେ । ଏହା ପଟାସିଅମ ସ୍ପେୟାରିଙ୍ଗ ଡାଇୟୁରେଟିକ ଶ୍ରଣୀର ଔଷଧ ।[୨]

ସନ ୧୯୫୯ରେ ସ୍ପାଇରୋନୋଲାକ୍ଟୋନ ଉପସ୍ଥାପନ କରାଯାଇଥିଲା ।[୯][୧୦] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୧] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୦୨ରୁ ୦.୧୨ ଆମେରିକୀୟ ଡଲାର ।[୧୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାଇ ଦୈନିକ ମୂଲ୍ୟ ୦.୫୦ ଆମେରିକୀୟ ଡଲାର ।[୨]

ଆଧାର ସମ୍ପାଦନା

  1. Index Nominum 2000: International Drug Directory. Taylor & Francis US. 2000. p. 1614. ISBN 978-3-88763-075-1. Retrieved 13 June 2012.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Spironolactone". The American Society of Health-System Pharmacists. Retrieved Oct 24, 2015.
  3. "Spironolactone: MedlinePlus Drug Information". Retrieved 2016-01-20.
  4. "Spironolactone". Merriam-Webster Dictionary.
  5. "Spironolactone". Dictionary.com Unabridged. Random House.
  6. Harry G. Brittain (26 November 2002). Analytical Profiles of Drug Substances and Excipients. Academic Press. p. 309. ISBN 978-0-12-260829-2. Retrieved 27 May 2012.
  7. Maizes, Victoria (2015). Integrative Women's Health (2 ed.). p. 746. ISBN 9780190214807.
  8. "Spironolactone Pregnancy and Breastfeeding Warnings". Retrieved 29 November 2015.
  9. Camille Georges Wermuth (24 July 2008). The Practice of Medicinal Chemistry. Academic Press. p. 34. ISBN 978-0-12-374194-3. Retrieved 27 May 2012.
  10. Marshall Sittig (1988). Pharmaceutical Manufacturing Encyclopedia. William Andrew. p. 1385. ISBN 978-0-8155-1144-1. Retrieved 27 May 2012.
  11. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  12. "Spironolactone". International Drug Price Indicator Guide. Retrieved 29 November 2015.[permanent dead link]