ସ୍ନେହଲତା ପ୍ରହରାଜ

ଭାରତୀୟ ଓଡ଼ିଆ ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ

ସ୍ନେହଲତା ପ୍ରହରାଜ ଜଣେ ଭାରତୀୟ ଓଡ଼ିଆ ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ । ଆକାଶବାଣୀ କଟକରୁ ତାଙ୍କ ଗୀତସବୁ ପ୍ରଚାରିତ ହୋଇଥିଲା । ରିଦ୍ଧି ମହାନ୍ତିଙ୍କ କଣ୍ଠରେ ତାଙ୍କ ନିର୍ଦ୍ଦେଶିତ "ମୋତେ ଆଣିଦେ ଆଣିଦେ ସଖୀଲୋ'" ଭକ୍ତିଗୀତଟି ଲୋକପ୍ରିୟ ।[][][][]

ଗୀତ ତାଲିକା

ସମ୍ପାଦନା
କ୍ରମ ଗୀତ ଗୀତିକାର ମନ୍ତବ୍ୟ
ସତ୍ୟବାଦୀ ଗୋବିନ୍ଦ ଦୀନକୃଷ୍ଣ ଦାସ[]
ଦୀନବାନ୍ଧବ ହେ ବାଙ୍କ ଦାସ[]
  1. Mote Anide Anide Sakhilo.. Sehi Kala Kahnei, retrieved 2023-12-03
  2. Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
  3. Delhi, All India Radio (AIR), New (1966-12-04). AKASHVANI: Vol. XXXI, No.49 ( 4 DECEMBER, 1966 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  4. Delhi, Publications Division (India), New (1963-07-14). AKASHVANI: Vol. XXVIII. No. 28 ( 14 JULY, 1963 ) (in ଇଂରାଜୀ). Publications Division (India),New Delhi.{{cite book}}: CS1 maint: multiple names: authors list (link)
  5. Snehlata Praharaj | Satyabadi Gobinda | Jagannath Bhajanavali | Akashvani Sangeet, retrieved 2023-12-03
  6. Snehlata Praharaj | Dinabandhaba He Banka Das | Jagannath Bhajanavali | Akashvani Sangeet, retrieved 2023-12-03