ସ୍ନିଶା ଚନ୍ଦ୍ରନ

ଭାରତୀୟ ଅଭିନେତ୍ରୀ

ସ୍ନିଶା ଚନ୍ଦ୍ରନ (ଜନ୍ମ: ୩ ମଇ ୧୯୯୮) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟାଲମ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ନୀଲାକ୍କୁୟିଲ ଧାରାବାହିକ ପାଇଁ ଜଣାଶୁଣା ।

ସ୍ନିଶା ଚନ୍ଦ୍ରନ
ଜନ୍ମ (1998-05-03) ୩ ମଇ ୧୯୯୮ (ବୟସ ୨୬)
ମଞ୍ଜେରୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮–ଏବେଯାଏଁ
ପ୍ରସିଦ୍ଧିନୀଲାକ୍କୁୟିଲ

ଅଭିନୟ ଜୀବନ

ସମ୍ପାଦନା

୨୦୧୮ ମସିହାରେ, ସେ ମାଲାୟାଲମ ଧାରାବାହିକ ନୀଲାକ୍କୁୟିଲ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ଆଦିବାସୀ ଝିଅ କସ୍ତୁରୀ ଭୂମିକାରେ ଅଭିନୟ କରିଥିଲେ ।[] ଏହି ଧାରାବାହିକଟି ୨୦୨୦ ମସିହା ଯାଏଁ ଚାଲିଥିଲା ।[][] ଏହି ଧାରାବାହିକର ତାମିଲ ରିମେକ୍‌ରେ ସେ ମଧ୍ୟ ୨୦୧୮ ରୁ ୨୦୧୯ ମସିହା ଯାଏଁ କାମ କରିଥିଲେ ।[] ୨୦୨୦ ରୁ ୨୦୨୨ ମସିହାଯାଏଁ, ସେ କାର୍ତ୍ତିକ ଦୀପଂରେ କାର୍ତ୍ତିକା ଭୂମିକାରେ ଅଭିନୟ କରିଥିଲେ ।[]

ମିଡ଼ିଆରେ

ସମ୍ପାଦନା

୨୦୧୮ ମସିହାରେ, ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ କୋଚି ଟାଇମ୍ସ ମୋଷ୍ଟ ଡିଜାୟାର୍‌ଏବଲ୍ ଓମେନ୍ ଓନ୍ ଟେଲିଭିଜନ୍ ୨୦୧୮ରେ, ସେ ୯ମ ସ୍ଥାନରେ ଥିଲେ ।[]

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୧୮ – ୨୦୨୦ ନୀଲାକ୍କୁୟିଲ ଡ. କସ୍ତୁରୀ ଏସିଆନେଟ୍
୨୦୧୮ – ୨୦୧୯ ନୀଲାକ୍କୁୟିଲ ଚିଟ୍ଟୁ ବିଜୟ ଟିଭି ତାମିଲ ସିରିଜ୍
୨୦୨୦ – ୨୦୨୨ କାର୍ତ୍ତିକ ଦୀପଂ କାର୍ତ୍ତିକା ଜୀ କେରଳମ୍
୨୦୨୩ ସୀତା ରାମମ ସୀତା ଲକ୍ଷ୍ମୀ ସୂର୍ଯ୍ୟ ଟିଭି []
୨୦୨୩ - ୨୦୨୪ ସୁଭଦ୍ରାମ୍ ସୁଭଦ୍ରା/ଅଞ୍ଜଳି ଜୀ କେରଳମ୍
୨୦୨୪ କୁଡ଼ୁମ୍ବାଶ୍ରୀ ଶାରଦା ଅଞ୍ଜଳି ମହାସଂଗ୍ରାମଂ ଅଧ୍ୟାୟ
ଚନ୍ଦ୍ରିକାୟିଲାଲିୟୁନ୍ନା ଚନ୍ଦ୍ରକାନ୍ତଂ କ୍ୟାପ୍ଟେନ୍ ଅଖିଳା/ଅଭିରାମୀ ଏସିଆନେଟ୍
  1. "Neelakkuyil actress Snisha Chandran shares a fangirl moment with Singer K J Yesudas". The Times of India.
  2. "Neelakkuyil becomes the most-watched Malayalam TV show, Vanambadi slips to 4th position". The Times of India.
  3. "Neelakkuyil serial to conclude soon". The Times of India.
  4. "Actor Sathya makes his TV debut with Neela Kuyil". The Times of India.
  5. ""Playing Karthika is a complete change over for me," actress Snisha Chandran on Karthikadeepam". The Times of India.
  6. "Kochi Times Most Desirable Women on Television 2018". The Times of India.
  7. "Vivek Gopan and Snisha Chandran starrer 'Sita Ramam' gains attention". The Times of India. 14 March 2023. Retrieved 15 March 2023. New show, 'Sita Ramam' is gaining attention with its interesting storyline. The Vivek Gopan and Snisha Chandran starrer portrays the life of a naive wife and her loving hubby.

ବାହାର ଲିଙ୍କ୍

ସମ୍ପାଦନା