ସୌରଭ ଦୁବେ

ଭାରତୀୟ ଅଭିନେତା

ସୌରଭ ଦୁବେ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଏବଂ ଦୂରଦର୍ଶନରେ କାମ କରନ୍ତି । ସେ ପ୍ରଧାନମନ୍ତ୍ରୀ ଧାରାବାହିକରେ ଜବାହାରଲାଲ ନେହେରୁଙ୍କ ଭୂମିକାରେ, ଅପହରନ୍, କାଇରୀ - ରିସ୍ତା ଖଟା ମିଠା ଆଦି ପାଇଁ ବେଶ୍ ଜଣାଶୁଣା ।[୧]

ସୌରଭ ଦୁବେ
ଜାତୀୟତାIndian
ବୃତ୍ତିActor
ସକ୍ରିୟ ବର୍ଷ1996–present

ଅଭିନୀତ କଥାଚିତ୍ର ସମ୍ପାଦନା

  • ୧୯୯୯: ସଂଘର୍ଷ
  • ୨୦୦୦: ହମାରା ଦିଲ୍ ଅପକେ ପାସ୍ ହୈ
  • ୨୦୦୨: ଦି ଲିଜେଣ୍ଡସ୍ ଅଫ୍ ଭଗତ ସିଂହ
  • ୨୦୦୩: ଦମ୍
  • ୨୦୦୩: ବୋର୍ଡ଼ର୍ ହିନ୍ଦୁସ୍ତାନ୍ କି
  • ୨୦୦୩: ତେରେ ନାମ୍
  • ୨୦୦୪: ଦିୱାର୍: ଲେଟ୍‌ସ୍ ବ୍ରିଙ୍ଗ୍ ଆୱାର୍ ହିରୋସ୍
  • ୨୦୦୫: ବ୍ଲାକ୍‌ମେଲ୍
  • ୨୦୦୫: ସରକାର୍
  • ୨୦୦୫: ୟାହାଁ
  • ୨୦୦୫: ଅପହରନ୍
  • ୨୦୦୫: କ୍ୟୁଁ କି
  • ୨୦୦୭: ଧନ୍ ଧନା ଧନ୍ ଗୋଲ୍
  • ୨୦୦୮: ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍
  • ୨୦୦୯: ୪୨ କି.ମି.
  • ୨୦୧୦: ଏ ଫ୍ଲାଟ୍
  • ୨୦୧୦: ଆଦା... ଏ ୱେ ଅଫ୍ ଲାଇଫ୍
  • ୨୦୧୧: ମୋନିକା
  • ୨୦୧୧: କ୍ୟା ୟହି ସଚ୍ ହୈ
  • ୨୦୧୨: ହେଟ୍ ଷ୍ଟୋରୀ
  • ୨୦୧୨: ରିୱାୟତ୍
  • ୨୦୧୩: ମଛଲି ଜଲ୍ କି ରାନୀ ହୈ
  • ୨୦୧୩: ଫୋର୍ ଟୁ କା ୱାନ୍

ୱେବ୍ ସିରିଜ୍ ସମ୍ପାଦନା

  • ୨୦୨୦: ଟ୍ୱିଷ୍ଟେଡ୍ ୩
  • ୨୦୨୨: ମାଇ: ଏ ମଦର୍ସ୍ ରେଜ୍ (ରଘୁ)

ଦୂରଦର୍ଶନ ଧାରାବାହିକ ସମ୍ପାଦନା

  • ୧୯୯୬: ୟୁଗ୍ (ମହମ୍ମଦ ଅଲି ଜିନ୍ନା)
  • ୧୯୯୮: ୱୋ (ପିଣ୍ଟୋ, ଜୁଲିଙ୍କ ଜେଜେବାପା)
  • ୨୦୦୨: ୧୮୫୭ କ୍ରାନ୍ତି (ରାଜ ପୁରୋହିତ)
  • ୨୦୧୦-୨୦୧୨: ଶଶୁରାଲ୍ ଗେନ୍ଦା ଫୁଲ୍ (ପାନ୍ନାଙ୍କ ଶ୍ୱଶୁର)
  • ୨୦୧୨: କାଇରୀ - ରିସ୍ତା ଖଟା ମିଠା
  • ୨୦୧୩: ପ୍ରଧାନମନ୍ତ୍ରୀ (ଜବାହାରଲାଲ ନେହେରୁ)
  • ୨୦୧୪: ଦାରିବା ଡାଏରୀ[୨]
  • ୨୦୧୭: କାଲ୍ ଭୈରବ ରହସ୍ୟ (ଗୌରୀର ବାପା)

ଆଧାର ସମ୍ପାଦନା

  1. "Saurabh Dubey to enter Kairee". The Times of India. 2012-11-05. Archived from the original on 2013-11-15. Retrieved 2016-02-10.
  2. "Dariba Diaries (TV Series 2014–2015) - IMDb" – via www.imdb.com.

ବାହାର ଲିଙ୍କ୍ ସମ୍ପାଦନା