ସୋରାବଜୀ କୋଲାହ
ଭାରତୀୟ କ୍ରିକେଟ ଖେଳାଳି
ସୋରାବଜୀ ହରମାସଜୀ ମୁଞ୍ଚେରସା କୋଲାହ pronunciation (help·info) (ଜନ୍ମ 22 ସେପ୍ଟେମ୍ବର 1902 ବୋମ୍ବେ -ମୃତ୍ୟୁ 11 ସେପ୍ଟେମ୍ବର 1950 ଗୁଜରାଟ ) ଜଣେ ପୁରାତନ ଭାରତୀୟ କ୍ରିକେଟର ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Sorabji Hormasji Munchersha Colah | |||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm medium pace | |||||||||||||||||||||||||||||||||||||||
ଭୂମିକା | Batsman | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 2) | 25 June 1932 v England | |||||||||||||||||||||||||||||||||||||||
ଶେଷ ଟେଷ୍ଟ | 15 December 1933 v England | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
କୋଳାହ ତାଙ୍କର ବାଲ୍ୟ କାଳରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ । ସେ ଜଣେ ଭଲ ବେଟସ ମେନ ତଥା ଫିଲଡର ଥିଲେ ।ଭରତର ସର୍ବ ପ୍ରଥମ ଟେଷ୍ଟରେ ସେ ଖେଳିଥିଲେ । ସେ ଦଳର ଅଧିନାଯକଙ୍କ ସହ ଭଲ ସମ୍ପର୍କରେ ନ ଥଲେ ।ଇଂଲଣ୍ଡର ଭାରତ ଗସ୍ତ ସମୟରେ ସେ ବୋମ୍ବେଠାରେ ଟେଷ୍ଟ ଖେଳିଥିଲେ । 1935 ମସିହାରେ ଆସିଥିବା ଏକ ଅଷ୍ଟ୍ରେଲିଆ XI ଓ 1937 ମସିହାରେ ଆସିଥିବା ଲର୍ଡ ଟେନିସନଙ୍କ ଦଳ ବିରୁଦ୍ଧରେ ସେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ ।
ଘରେଇ କ୍ରିକେଟରେ ସେ ପଶ୍ଚିମ ଭାରତ ରାଜ୍ୟ ତରଫରୁ ଖେଳୁଥିଲେ ଓ ବମ୍ବେ ପାର୍ସି ଦଳର ଅଧିନାୟକ ଥିଲେ ।
ଆଧାର
ସମ୍ପାଦନା- Wisden obituary
- Cricinfo Profile
- Cricketarchive Profile