ସୋନିଆ ରାୟ (ଜନ୍ମ ୧୩ ନଭେମ୍ବର ୧୯୮୦) ହିମାଚଳ ପ୍ରଦେଶରେ ଜନ୍ମ ଓ କାଙ୍ଗ୍ରାରେ ବଢ଼ିଥିଲେ । ସେ ଜଣେ ହାରତୀୟ ବନ୍ଧୁକଚାଳନା ଖେଳାଳି ଓ ପ୍ରଥମ ଭାରତୀୟ ଭାବେ ୨୦୦୬ରେ ବ୍ରାଜିଲର ଡବ୍ଲ୍ୟୁସି ରେସେଣ୍ଡେଠାରେ ବିଶ୍ୱକପ୍ ପଦକ ଜିତିଥିଲେ ।[୧] ସେ ଚାଇନାରେ ୨୦୧୦ ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିଲେ ।[୨]

ସୋନିଆ ରାୟ
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମସୋନିକା ରାୟ
ପୂରା ନାମସରୋଜା ଝୁଠୁ
ଜାତୀୟତାଭାରତୀୟ
ଜନ୍ମ (1980-11-13) ୧୩ ନଭେମ୍ବର ୧୯୮୦ (ବୟସ ୪୩)
Sport
ଦେଶ ଭାରତ
କ୍ରୀଡ଼ାବନ୍ଧୁକଚାଳନା

ଆଧାର ସମ୍ପାଦନା

  1. "Sonia overcomes strong field, clinches gold". 1 September 2013. Retrieved 3 November 2014.
  2. "Indian women shooters win silver in 10m Air Pistol team event". 14 November 2010. Retrieved 3 November 2014.