ସୋନାଲୀ ଚକ୍ରବର୍ତ୍ତୀ
ଭାରତୀୟ ଅଭିନେତ୍ରୀ
ସୋନାଲୀ ଚକ୍ରବର୍ତ୍ତୀ (୧୯୬୩ – ୩୧ ଅକ୍ଟୋବର ୨୦୨୨) ଜଣେ ଭାରତୀୟ ଅଭିନେତ୍ରୀ ଓ ନର୍ତ୍ତକୀ ଥିଲେ । ସେ ବଙ୍ଗଳା ଥିଏଟର, କଥାଚିତ୍ର ଓ ଦୂରଦର୍ଶନରେ କାମ କରୁଥିଲେ । ସେ ଶେଷଥର ପାଇଁ ଗଣ୍ଟଚୋରା ନାମକ ବଙ୍ଗଳା ଧାରାବାହିକରେ ଜେଜିମା ଭୂମିକାରେ ଅଭିନୟ କରିଥିଲେ ।[୧] ସେ ଦାଦର କିର୍ତ୍ତୀ (୧୯୮୦), ହାର୍ ଜିତ୍ (୨୦୦୦) ଓ ବନ୍ଧନ (୨୦୦୪) ଭଳି ଫିଲ୍ମରେ ଅଭିନୟ କରିଥିଲେ ।[୨]
ସୋନାଲୀ ଚକ୍ରବର୍ତ୍ତୀ | |
---|---|
ଜନ୍ମ | ୧୯୬୩ କଲିକତା, ପଶ୍ଚିମ ବଙ୍ଗ, ଭାରତ |
ମୃତ୍ୟୁ | ୩୧ ଅକ୍ଟୋବର ୨୦୨୨ | (୫୯ ବର୍ଷ)
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୮୨–୨୦୨୨ |
ବୈବାହିକ-ସାଥୀ | ଶଙ୍କର ଚକ୍ରବର୍ତ୍ତୀ |
ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ
ସମ୍ପାଦନାସୋନାଲୀ କଲିକତାରେ ଜନ୍ମଗ୍ରହଣ କରିଥିଲେ । ସେ ଶଙ୍କର ଚକ୍ରବର୍ତ୍ତୀଙ୍କୁ ୧୯୯୦ ମସିହାରେ ବିବାହ କରିଥିଲେ ।[୩] ସେ ୩୧ ଅକ୍ଟୋବର ୨୦୨୨ରେ ଯକୃତ ଜନିତ ସମସ୍ୟା ଯୋଗୁଁ ୫୯ ବର୍ଷରେ ମୃତ୍ୟୁବରଣ କରିଥିଲେ ।[୪][୫]
ଅଭିନୀତ ଫିଲ୍ମ
ସମ୍ପାଦନା- ଦାଦର କିର୍ତ୍ତୀ (୧୯୮୦)
- ସତ୍ୟଜିତେର ଗପ (୧୯୯୮)
- ହାର୍ ଜିତ୍ (୨୦୦୦)
- ବନ୍ଧନ (୨୦୦୪)
ଟେଲିଭିଜନ
ସମ୍ପାଦନା- ନାଚନି
- ଗଣ୍ଟଚୋରା (୨୦୨୨)
ଆଧାର
ସମ୍ପାଦନା- ↑ "Sonali Chakraborty death". Hindustan Times. Retrieved 31 October 2022.[permanent dead link]
- ↑ "Bengali Actress Sonali Chakraborty Passes Away at 59". Archived from the original on 2022-11-06. Retrieved 2023-04-13.
- ↑ "Senior artist Sonali Chakraborty passes away". The Times of India. 2022-10-31. ISSN 0971-8257. Retrieved 2023-04-13.
- ↑ Bengali actor Sonali Chakraborty dies at age 59
- ↑ "TV actress Sonali Chakraborty passes away". www.telegraphindia.com. Retrieved 2023-04-13.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୋନାଲୀ ଚକ୍ରବର୍ତ୍ତୀ